ETV Bharat / state

ନୀଳାଚଳ ଅବଢା ପାଇ ଆନନ୍ଦିତ ଭକ୍ତ

ଲୀଳାମୟ ନୀଳକନ୍ଦର ବାହୁଡ଼ିବା ପରେ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ଲାଗିରହିଛି ଭିଡ଼ । ସେପଟେ ଆଜିଠାରୁ ଆରମ୍ଭ ହୋଇଛି ମହାପ୍ରସାଦ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ
author img

By

Published : Jul 16, 2019, 3:07 PM IST

ପୁରୀ: ରଥଯାତ୍ରା ସାରି ରତ୍ନ ସିଂହାସନରେ ବିରାଜିତ ଚତୁର୍ଦ୍ଧାମୂର୍ତ୍ତି । ଖାଲି ପଡ଼ିଥିବା ଶ୍ରୀମନ୍ଦିର ପୁଣି ଥରେ ଚଳଚଞ୍ଚଳ । ଆଜି(ମଙ୍ଗଳବାର) ସକାଳ ଧୂପ ସରିବା ପରେ ଖେଚୁଡ଼ି ଭୋଗ ସମେତ ଡାଲମା ଭୋଗ କରାଯାଇଛି । ମହାପ୍ରଭୁଙ୍କ ନିକଟରେ ନୀଳାଚଳ ଅବଢା ଲାଗି ହେବା ପରେ ମହାପ୍ରସାଦ ପାଇ ଭକ୍ତ ଆନନ୍ଦିତ।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ସେପଟେ ଚନ୍ଦ୍ରଗ୍ରହଣ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ କରାଯାଇଛି। ରାତିରେ ଗ୍ରହଣ ସ୍ପର୍ଶ ପରେ ଗ୍ରହଣ ମହାସ୍ନାନ ଓ ଗ୍ରହଣ ଭୋଗନୀତି ହେବ। ଏହାପରେ ଅନ୍ୟାନ୍ୟ ନୀତି ଅନୁଷ୍ଠିତ ହେବ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ଭକ୍ତ ପାଇଲେ ନୀଳାଚଳ ଅବଡାBody:Slug,, abada , avb,

Anc,, ରତ୍ନ ସିଂହାସନ ରେ ମହାପ୍ରଭୁ ନୀଳାଦ୍ରି ବିଜେ ପରେ ଭକ୍ତ ଙ୍କୁ ଆଜି ଦର୍ଶନ ଦେଇ ଛନ୍ତି। ମହାପ୍ରଭୁଙ୍କ ଦର୍ଶନ ଓ ନୀଳାଚଳ ଅବଡା ନିମନ୍ତେ ବିଭିନ୍ନ ଜାଗାରୁ ଭକ୍ତ ମାନେ ଶ୍ରୀମନ୍ଦିର ରୁ ଛୁଟି ଆସିଛନ୍ତି। ମହାପ୍ରଭୁଙ୍କ ଦର୍ଶନ ପାଇ ବେଶ ଖୁସି, ଆନନ୍ଦ ପ୍ରକାଶ କରିଛନ୍ତି ଭକ୍ତ ଗଣ। ନୀଳାଚଳ ଅବଡା ମଧ୍ୟ ପାଇବା ପାଇଁ ଉତ୍କଣ୍ଠା ର ଅବସାନ ଘଟିଛି। ସକାଳ ଧୂପ ସରିବା ପରେ ଖେଚୁଡ଼ି ଭୋଗ ସମେତ ଡାଲମା ଭୋଗ ଭକ୍ତ ମାନେ ପାଇ ବେଶ ଖୁସି। ନୀଳାଚଳ ଅବଡା ପାଇବା ସହ ନିଜ ବନ୍ଧୁ ବାନ୍ଧବ ଘରକୁ ଅବଡା ନେଇଛନ୍ତି ଶ୍ରଦ୍ଧାଳୁ।
ଆଜି ଚନ୍ଦ୍ର ଗ୍ରହଣ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି ହେଉଛି। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ କରାଯାଇଛି। ରାତିରେ ଗ୍ରହଣ ସ୍ପର୍ଶ ପରେ ଗ୍ରହଣ ମହାସ୍ନାନ ଓ ଗ୍ରହଣ ଭୋଗନୀତି ହେବ। ଏହାପରେ ଅନ୍ୟାନ୍ୟ ନୀତି ଅନୁଷ୍ଠିତ ହେବ।

ବାଇଟ1 ଶ୍ରଦ୍ଧାଳୁ

Conclusion:ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.