ETV Bharat / state

ପୁରୀ ବାଲିଦଣ୍ତାରେ ଟ୍ରକ ଧକ୍କାରେ ଯୁବକ ମୃତ

author img

By

Published : Jan 3, 2020, 8:14 AM IST

ପୁରୀ ପଲି ଛକ ନିକଟସ୍ଥ ବାଲିଦଣ୍ତାରେ ସଡକ ଦୁର୍ଘଟଣା । ଟ୍ରକ ଧକ୍କାରେ ଯୁବକ ମୃତ । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ।

Accident in puri balidanda road
ଟ୍ରକ ଧକ୍କାରେ ଯୁବକ ମୃତ

ପୁରୀ: ଜିଲ୍ଲାର ଗୋପ ଥାନା ଅନ୍ତର୍ଗତ ବଉଲାଙ୍ଗ ପଞ୍ଚାୟତର ପଲି ଛକ ନିକଟସ୍ଥ ବାଲି ଦଣ୍ତାରେ ସଡକ ଦୁର୍ଘଟଣା । ଟ୍ରକ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ହେଲେ ପଲି ଅଞ୍ଚଳର ପ୍ରଫୁଲ୍ଲ ।

ପୁରୀ ବାଲି ଦଣ୍ତା ସଡକ ଦୁର୍ଘଟଣାରେ ଯୁବକ ମୃତ

ସୂଚନାନୁସାରେ, ନୟାହାଟରୁ ଗୋପ ଅଭିମୁଖେ ଟ୍ରକ୍‌ ନଂ( ଓଡି05ଏପି8594) ଯାଉଥିଲା । ଉକ୍ତ ସମୟରେ ପ୍ରଫୁଲ୍ଲ ବିପରୀତ ଦିଗରୁ ଆସୁଥିଲେ । ଏହି ସମୟରେ ଟ୍ରକ୍‌ଟି ତାଙ୍କୁ ଧକ୍କା ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା ।

ସେପଟେ ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉତ୍ତେଜନା ନିୟନ୍ତ୍ରଣ କରିବା ସହ ଦୁର୍ଘଟଣାର ତଦନ୍ତ ଜାରି ରଖିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ସଡକ ଦୁର୍ଘଟଣା ଜଣେ ମୃତBody:ଟ୍ରକ ଧକାରେ ଜଣେ ଯୁବକ ଙ୍କ ମୃତ୍ୟୁ ହୋଇଛି,। ପୁରୀ ଜିଲ୍ଲା ଗୋପ ଥାନା ଅନ୍ତର୍ଗତ ବଉଲାଙ୍ଗ ପଞ୍ଚାୟତ ର ପଲି ଛକ ନିକଟରେ ଥିବା ବାଲି ଦଣ୍ତାରେ ଘଟିଛି ଦୁର୍ଘଟଣା । ସୁଚନା ଅନୁଯାୟୀ ଓଡି୦୫ଏପି୮୫୯୪ ନାମକ ଏକ ଟ୍ରକ ନୟାହାଟ ରୁ ଗୋପ ଯାଉଥିଲା,। ସ୍ତାନୀୟ ପଲି ଅଞ୍ଚଳ ର ପ୍ରଫୁଲ୍ଲ ବିପରୀତ ଦିଗରୁ ଆସୁଥିଲେ। ଟ୍ରକ ଟି ଧକା ଦେବା ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା, । ଘଟଣା କୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତେଜନା ପ୍ରକାଶ ପାଇଥିଲା। ଖବର ପାଇ ଘଟଣାସ୍ଥଳରେ ଗୋପ ପୋଲିସ ପହଁଚି ଉତେଜନା ନିୟନ୍ତ୍ରଣ କରିବା ସହ ଦୁର୍ଘଟଣା ନେଇ ତଦନ୍ତ ଜାରି ରଖିଛି ।

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ରConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.