ETV Bharat / state

ବାଇକ ଧକ୍କାରେ ହବିଷ୍ୟାଳି ଆହତ - habisyali woman met an accident

ମନ୍ଦିରରୁ ଦର୍ଶନ ସାରି ଫେରୁଥିବାବେଳେ ଜଣେ ହବିଷ୍ୟାଳିଙ୍କ ଦୁର୍ଘଟଣା । ପଛ ପଟୁ ବାଇକ ଧକ୍କା ଦେବା ଦ୍ବାରା ତାଙ୍କ ମୁଣ୍ଡରେ ଆଘାତ ଲାଗିଛି ।

ବାଇକ ଧକ୍କାରେ ହବିଷ୍ୟାଳି ଆହତ
author img

By

Published : Nov 4, 2019, 10:38 AM IST

ପୁରୀ: ବାଇକ ଧକ୍କାରେ ଜଣେ ହବିଷ୍ୟାଳି ଆହତ । ମନ୍ଦିରରୁ ଦର୍ଶନ ସାରି ଫେରୁଥିବା ବେଳେ ପଛପଟୁ ଧକ୍କା ଦେଇଥିଲା ବାଇକ । ପୁରୀ ଟାଉନ ଥାନା ନିକଟରେ ଘଟଣାଟି ଘଟିଥିବାବେଳେ ଆହତ ହବିଷ୍ୟାଳି ଜଣକ ହେଲେ ଉତ୍ତମ ବେୱା ।

ଉତ୍ତମଙ୍କ ମୁଣ୍ଡରେ ଆଘାତ ଲାଗିଥିବାବେଳେ ତାଙ୍କୁ ତୁରନ୍ତ ପୁରୀ ବଡ ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଯାଇଛି । ହବିଷ୍ୟାଳି ଜଣକ ନରେନ୍ଦ୍ର କୋଣ ହବିଷ୍ୟାଳ ଶିବିରରେ ରହୁଛନ୍ତି । ତେବେ ତାଙ୍କ ଘର ନୟାଗଡ ଜିଲ୍ଲା ଗୋବିନ୍ଦପୁର ଗାଁର ବୋଲି ଜଣାପଡିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ବାଇକ ଧକା ରେ ହାବିଷ୍ୟାଲି ଆହତ Body:ପୁରୀ ରେ ଜଣେ ହବିଶ୍ୟାଆଳି ବାଇକ ଧକାରେ ଆହତ ହୋଇଥିବା ଦେବାକୁ ମିଳିଛି। ମିଳିଥିବା ଖବର ଅନୁଯାଇ ମନ୍ଦିର ରୁ ଦର୍ଶକ ସାରି ଆସୁଥିବା ବେଳେ ଉତ୍ତମ ବେୱା ନାମକ ହବିଶ୍ୟାଆଳି ଙ୍କୁ ଟାଉନ ଥାନା ନିକଟରେ ରେ ପଛପଟୁ ଏକ ବାଇକ ଧକାଦେଇ ଥିଲା ! ଆହତ ହବିଶ୍ୟାଳିଙ୍କୁ ପୁରୀ ବଡ଼ ଡାକ୍ତର ଖାନା କୁ ଚିକିତ୍ସା ନିମନ୍ତେ ନିଆଯାଥିଲା । ତାଙ୍କ ର ମୁଣ୍ଡରେ ଆଘାତ ଲାଗିଛି ! ଏହି ହବିଶ୍ୟାଳି ଜଣ ଙ୍କ ନରେନ୍ଦ୍ର କୋଣ ହବିଶ୍ୟାଆଳି ସିବିର ରେ ରହୁଛନ୍ତି ତାଙ୍କ ଘର ନୟାଗଡ ଜିଲ୍ଲାର ଗୋବିନ୍ଦ ପୁର ଗ୍ରାମ ରେ ବୋଲି ଜଣା ପଡିଛି l

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ରConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.