ETV Bharat / state

ପୁରୀରୁ 72 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

author img

By

Published : Oct 21, 2020, 10:01 PM IST

ବୁଧବାର ପୁରୀରୁ 72 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖା 11ହଜାର 9ଶହ 64ରେ ପହଞ୍ଚିଛି। ଅଧିକ ପଢନ୍ତୁ...

ପୁରୀରୁ  72 ନୂଆ କୋରୋନା  ଆକ୍ରାନ୍ତ ଚିହ୍ନଟ
ପୁରୀରୁ 72 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

ପୁରୀ: ରାଜ୍ୟରେ କମୁଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏପଟେ ପୁରୀ ଜିଲ୍ଲାରେ 12 ହଜାର ମୁହାଁ ସଂକ୍ରମିତଙ୍କ ସଂଖ୍ୟା । ଏହି କ୍ରମରେ ବୁଧବାର ଜିଲ୍ଲାରୁ 72 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖା 11ହଜାର 9ଶହ 64ରେ ପହଞ୍ଚିଛି।

ପୁରୀରୁ  72 ନୂଆ କୋରୋନା  ଆକ୍ରାନ୍ତ ଚିହ୍ନଟ
ପୁରୀରୁ 72 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

ବର୍ତ୍ତମାନ ଜିଲ୍ଲାରେ କୋରୋନା ସୁସ୍ଥ ହାର 93.90 ପ୍ରତିଶତ ଥିବାବେଳେ 648 ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି । ଏହାଛଡା ଏଯାବତ୍ ଜିଲ୍ଲାରେ 78 ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ଏଯାବତ୍ ଜିଲ୍ଲାରେ 1 ଲକ୍ଷ 16 ହଜାର 329 ଟି କୋରୋନା ଟେଷ୍ଟିଙ୍ଗ ସରିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.