ETV Bharat / state

ହେରିଟେଜ୍ ସିଟି ବିକାଶ କାର୍ଯ୍ୟ ସମୀକ୍ଷା କଲେ ପାଣ୍ଡିଆନ - ପୁରୀରେ ଭି.କେ ପାଣ୍ଡିଆନ

ଶ୍ରୀକ୍ଷେତ୍ରକୁ ହେରିଟେଜ ସିଟି ଭାବେ ଗଢି ତୋଳିବା ଲକ୍ଷ୍ୟରେ ବିକାଶ କାର୍ଯ୍ୟ ଜାରି ରହିଛି । ଏହି ପରିକ୍ଷେପ୍ରୀରେ ଉନ୍ନୟନମୂଳକ କାର୍ଯ୍ୟ କେତେ ଦୂର ଆଗକୁ ବଢିଛି ତାହାର ସମୀକ୍ଷା କରିଛନ୍ତି 5ଟି ସଚିବ । ଅଧିକ ପଢନ୍ତୁ..

ହେରିଟେଜ ସିଟି ବିକାଶ ଅଗ୍ରଗତି ସମୀକ୍ଷା କଲେ 5 ଟି ସଚିବ

author img

By

Published : Oct 24, 2020, 9:58 PM IST

ପୁରୀ: ହେରିଟେଜ ସିଟି ଅଧିନରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି 5ଟି ସଚିବ । 5 ଟି ସଚିବ ଭି.କେ ପାଣ୍ଡିଆନ ଶନିବାର ପୁରୀ ଗସ୍ତରେ ଆସି ସ୍ବର୍ଗଦ୍ବାର, ଗୋଲଡେନ ବିଚ୍, ଗୋଶାଳା ଓ ବିଭିନ୍ନ ସ୍ଥାନରେ ଚାଲିଥିବା ଉନ୍ନୟନ ଓ ଆଧୁନିକୀକରଣ କାର୍ଯ୍ୟର ସମୀକ୍ଷା କରିଛନ୍ତି।

ହେରିଟେଜ ସିଟି ବିକାଶ ଅଗ୍ରଗତି ସମୀକ୍ଷା କଲେ 5 ଟି ସଚିବ
ହେରିଟେଜ ସିଟି ବିକାଶ ଅଗ୍ରଗତି ସମୀକ୍ଷା କଲେ 5 ଟି ସଚିବ

ପାଣ୍ଡିଆନଙ୍କ ସହ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ, ଏସପି ଅଖିଳେଶ ସିଂହ ପ୍ରମୁଖ ଉପସ୍ଥିତ ରହି ଉନ୍ନୟନମୂଳକ କାମର ତଦାରଖ କରିଛନ୍ତି । ତେବେ ଆସନ୍ତା ମାର୍ଚ୍ଚ ସୁଦ୍ଧା ଏହି ଉନ୍ନୟନ ମୂଳକ ପ୍ରକଳ୍ପ କାର୍ଯ୍ୟ ଶେଷ ହେବା ନେଇ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । କିଛି ଦିନ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ପୁରୀ ଗସ୍ତ କରି ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଓ ହେରିଟେଜ ସିଟିର ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଥିଲେ।

ହେରିଟେଜ ସିଟି ମିଶନ
ହେରିଟେଜ ସିଟି ମିଶନ

ଉନ୍ନୟନ ମୂଳକ କାର୍ଯ୍ୟ ଗୁଡିକ ଶୀଘ୍ର ଯେଭଳି ଶେଷ ହେବ ସେ ନେଇ କାର୍ଯ୍ୟ କରିବାକୁ ବରିଷ୍ଠ ପ୍ରଶସାନିକ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଏହି କ୍ରମରେ ଆଜି 5ଟି ସଚିବ ପୁରୀ ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.