ETV Bharat / state

ପୁରୀରେ ଡକାୟତି ଯୋଜନା ପଣ୍ଡ, 5 ଗିରଫ

author img

By

Published : Jun 14, 2021, 8:59 PM IST

ପୁରୀ କୁମ୍ଭାରପଡା ଥାନା ଅନ୍ତର୍ଗତ ଆଶ୍ରମ ଛକ ନିକଟରେ ଡକାୟତି ଯୋଜନା ପଣ୍ଡ କଲା ପୋଲିସ । ଘଟଣାରେ 5 ଗିରଫ । ଅଧିକ ପଢନ୍ତୁ...

ପୁରୀରେ ଡକାୟତି ଯୋଜନା ପଣ୍ଡ , 5 ଗିରଫ
ପୁରୀରେ ଡକାୟତି ଯୋଜନା ପଣ୍ଡ , 5 ଗିରଫ

ପୁରୀ: କୁମ୍ଭାରପଡା ପୋଲିସ ଏକ ଡକାୟତ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି । ରବିବାର ବିଳମ୍ବିତ ରାତି ରେ ପୁରୀ କୁମ୍ଭାରପଡା ଥାନା ଅନ୍ତର୍ଗତ ଆଶ୍ରମ ଛକର ଏକ ନିକାଞ୍ଚନ ଜାଗାରେ କିଛି ଯୁବକ ଏକାଠି ହୋଇ ଥିବା ନେଇ ପୋଲିସ ପାଖରେ ଖବର ପହଞ୍ଚିଥିଲା । ପରେ ପୋଲିସ ଉକ୍ତ ସ୍ଥାନରେ ଚଢାଉ କରି 5 ଜଣ ଡକାୟତଙ୍କୁ ଗିରଫ କରିଛି ।

ପୁରୀରେ ଡକାୟତି ଯୋଜନା ପଣ୍ଡ , 5 ଗିରଫ
ପୁରୀରେ ଡକାୟତି ଯୋଜନା ପଣ୍ଡ , 5 ଗିରଫ

ଘଟଣାରେ 3 ଜଣ ଫେରାର ହେବାରେ ସକ୍ଷମ ହୋଇଥିବାବେଳେ, ପୋଲିସ ଗିରଫ କରିଥିବା 5 ଅଭିଯୁକ୍ତ ମାନେ ହେଲେ, ସୌମ୍ୟ ପଟ୍ଟନାୟକ, ପୁରୀ ମୁକୁନ୍ଦ ମିଶ୍ର ନଗରର ପ୍ରିୟ ବ୍ରତ ପ୍ରଧାନ, ଗଞ୍ଜାମର ସାଗର ବେହେରା, ସନା ନନ୍ଦ ପାଢ଼ୀ, ପୁରୀ ବାସେଳି ସାହିର ଶଶାଙ୍କ ବଳିଆର ସିଂ ।

ପୁରୀରେ ଡକାୟତି ଯୋଜନା ପଣ୍ଡ , 5 ଗିରଫ
ପୁରୀରେ ଡକାୟତି ଯୋଜନା ପଣ୍ଡ , 5 ଗିରଫ

ତେବେ ଗିରଫ ଅଭିଯୁକ୍ତଙ୍କ ଠାରୁ ଗୋଟିଏ ଭୁଜାଲି , ଖଣ୍ଡା, 2ଟି ବମ, ଲୁହା ପାଇପ, 2ଟି କାର ଜବତ କରାଯାଇଛି । ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.