ETV Bharat / state

ପିପିଲି ପୋଲିସକୁ ସଫଳତା, 3 ଲୁଟେରା ଗିରଫ - 3 lootera arrested

ଲୁଟେରାଙ୍କୁ କବଜା କରିବାରେ ସଫଳ ହୋଇଛି ପିପିଲି ପୋଲିସ । ମୋବାଇଲ ଚୋରି ଓ ଚୋରାରେ ବିକ୍ରି କରୁଥିବା ଅଭିଯୋଗରେ 3 ଜଣଙ୍କୁ ଗିରଫ କରିଛି ପୋଲିସ ।

3-lootera-arrested-at-puri
ପିପିଲରେ 3 ଲୁଟେରା ଗିରଫ
author img

By

Published : Sep 24, 2020, 7:51 PM IST

ପୁରୀ: ରାଜ୍ୟରେ ଉତ୍ପାତ କରୁଛନ୍ତି ଲୁଟେରା । ମୋବାଇଲ ଚୋରି ଓ ଚୋରାରେ ବିକ୍ରି କରୁଥିବା ଅଭିଯୋଗରେ 3 ଜଣଙ୍କୁ ଗିରଫ କରିଛି ପିପିଲ ପୋଲିସ ।

3-lootera-arrested-at-puri
ପିପିଲରେ 3 ଲୁଟେରା ଗିରଫ

ରାଜ୍ୟରେ ଦିନକୁ ଦିନ ଲୁଟ ବଢିବାରେ ଲାଗିଛି । ପୋଲିସର ସୂଚନା ଅନୁସାରେ ଗତ ମାର୍ଚ୍ଚ 3 ତାରିଖ ସମୟ 1ଟାରେ ପିପିଲ ବ୍ଲକ ଡେଇସି ପଞ୍ଚାୟତର ପୋଡଙ୍ଗ ଗାଁର ସାଗରିକା ସାହୁ ଅଟୋରେ ପିପିଲି ଆସୁଥିବା ସମୟରେ ମଙ୍ଗଳପୁର ପେଟ୍ରୋଲ ପମ୍ପ ପାଖରେ ତିନି ଲୁଟେରା ତାଙ୍କ ଭ୍ୟାନିଟି ଛଡାଇ ନେଇଥିଲେ ।

3-lootera-arrested-at-puri
ପିପିଲରେ 3 ଲୁଟେରା ଗିରଫ

ଏ ନେଇ ସାଗରିକା ପିପିଲି ଥାନାରେ ଅଭିଯୋଗ କରିଥିଲେ । କିଛି ଦିନ ଭିତରେ ଆଉ ଦୁଇ ସମାନ ଲୁଟର ଶିକାର ହୋଇଥିଲେ । ଘଟଣା ତଦନ୍ତ କରି ପିପିଲି ପୋଲିସ କୃଷ୍ଣପୁର ଗାଁର ପବିତ୍ର ବେହେରା, ଆଷୁତୋଶ ନାୟକ ଓ ରାକେଶ କୁମାର ସ୍ବାଇଁଙ୍କୁ ଗିରଫ କରିବା ସହ 8ଟି ଦାମୀ ମୋବାଇଲ ଓ 2ଟି ବାଇକ ଜବତ କରିଛି । ସେହିପରି ତାଙ୍କଠାରୁ ଚୋରା ମୋବାଇଲ କିଣିବା ଅଭିଯୋଗରେ ତିନି ଜଣ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.