ETV Bharat / state

ହଳଦୀ ଗାଁରେ ପୁଣି କଲରାପତରିଆ ବାଘ ଆତଙ୍କ - ନୂଆପଡା ଖବର

ଜିଲ୍ଲାର ବହୁ ଚର୍ଚ୍ଚିତ ହଳଦୀ ଗ୍ରାମରେ ପୁଣି କଲରାପତରିଆ ବାଘ ଆତଙ୍କ। ହଳଦୀ ଗ୍ରାମ ନିକଟସ୍ଥ ଜଙ୍ଗଲରେ 2 ଗୋଟି କଲରାପତରିଆ ବାଘ ବୁଲୁଥିବା ସ୍ଥାନୀୟ ଯୁବକ ମାନେ ଦେଖି କ୍ୟାମେରାରେ ବାଘ ଚଳପ୍ରଚଳ ଦୃଶ୍ୟ କଏଦ କରିଛନ୍ତି । ଅଧିକ ପଢନ୍ତୁ...

Tiger fearness in haladi village of nuapada
http://10.10.50.80:6060///finalout3/odisha-nle/finalout/25-January-2021/10378566_nua.mp4
author img

By

Published : Jan 25, 2021, 10:10 PM IST

ନୂଆପଡା: ଜିଲ୍ଲା ବହୁଚର୍ଚ୍ଚିତ ହଳଦୀ ଗ୍ରାମରେ ପୁଣି କଲରାପତରିଆ ବାଘ ଆତଙ୍କ। ଗ୍ରାମବାସୀ ଭୟଭୀତ ହୋଇଥିବା ବେଳେ ଖବର ପାଇ ବନବିଭାଗ ହଳଦୀ ଗାଁକୁ ଯାଇ ଲୋକଙ୍କୁ ସଚେତନ କରୁଛନ୍ତି।

ହଳଦୀ ଗାଁରେ ପୁଣି କଲରାପତରିଆ ବାଘ ଆତଙ୍କ

ହଳଦୀ ଗ୍ରାମ ନିକଟସ୍ଥ ଜଙ୍ଗଲରେ 2 ଗୋଟି କଲରାପତରିଆ ବାଘ ବୁଲୁଥିବା ସ୍ଥାନୀୟ ଯୁବକ ମାନେ ଆଜି ଦେଖିବାକୁ ପାଇଛନ୍ତି। ଯୁବକ ମାନେ କ୍ୟାମେରାରେ କଏଦ କରିବା ପରେ ଆଖି ପିଛୁଳାକେ ବାଘ ପଥର ସନ୍ଧିକୁ ଖସି ଯାଇଛି। ଏହାପରେ ଗାଁରେ ବାଘ ଆତଙ୍କ ଲାଗିରହିଛି। ସୂଚନା ଥାଉକି 2017 ମସିହାରେ ହଳଦୀ ଗାଁରେ ବାଘ ଆତଙ୍କ ଦେଖା ଦେଇଥିଲା। ରାତ୍ରିରେ ମା’ କୋଳରେ ସୋଇଥିବା 4 ବର୍ଷର ଛଗନ ପାଣ୍ଡେ ନାମକ ଶିଶୁକୁ ମାଆ କୋଲରୁ ଛଡାଇ ନେଇ ବାଘ ଆହାର କରିଥିଲା। ସେହିଦିନ ଠାରୁ ବାଘ ଭୟ ଗାଁ ଲୋକଙ୍କ ମନରୁ ଯାଇନଥିଲା । ଆଜି ପୁଣି ବାଘ ଦେଖି ହଳଦୀ ଗାଁ ଲୋକେ ଆତଙ୍କିତ ହୋଇପଡିଛନ୍ତି ।

ନୂଆପଡାରୁ ମୋତିଲାଲ ବାଗ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.