ETV Bharat / state

ବିଭିନ୍ନ ଦାବି ନେଇ ଖଡିଆଳ ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ରଙ୍କ ଆନ୍ଦୋଳନ

author img

By

Published : Jan 7, 2022, 10:43 PM IST

ନୂଆପଡା ଜିଲ୍ଲାର ଖଡ଼ିଆଳ ସ୍ବୟଂଶାସିତ ମହାବିଦ୍ୟାଳୟ କ୍ୟାମ୍ପସ ଅଶାନ୍ତ ହୋଇପଡିଛି । କଲେଜ ମୁଖ୍ୟ ଫାଟକ ସମ୍ମୁଖରେ ଯୁକ୍ତ 3 ଶେଷ ବର୍ଷ ଛାତ୍ରଛାତ୍ରୀ ବିକ୍ଷୋଭ ପ୍ରଦର୍ଶନ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଅଧିକ ପଢନ୍ତୁ

ବିଭିନ୍ନ ଦାବି ନେଇ ଖଡ଼ିଆଳ ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ରଙ୍କ ଆନ୍ଦୋଳନ

ନୂଆପଡା: ଜିଲ୍ଲାର ଖଡ଼ିଆଳ ସ୍ବୟଂଶାସିତ ମହାବିଦ୍ୟାଳୟ କ୍ୟାମ୍ପସ ଅଶାନ୍ତ ହୋଇପଡିଛି । କଲେଜ ମୁଖ୍ୟ ଫାଟକ ସମ୍ମୁଖରେ ଯୁକ୍ତ 3 ଶେଷ ବର୍ଷ ଛାତ୍ରଛାତ୍ରୀ ବିକ୍ଷୋଭ ପ୍ରଦର୍ଶନ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଛାତ୍ରଛାତ୍ରୀଙ୍କ ଦାବି ପୂରଣ ନହେଲେ ଛାତ୍ର ଆନ୍ଦୋଳନକୁ ଆହୁରି ତୀବ୍ରତର କରିବେ ବୋଲି ଉତକ୍ଷିପ୍ତ ଛାତ୍ରଛାତ୍ରୀ ଚେତାବନୀ ଦେଇଛନ୍ତି ।

ସୂଚନା ଅନୁଯାୟୀ, ଯୁକ୍ତ 3 ବାଣିଜ୍ୟ, କଳା ଓ ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀଙ୍କ ପାଠପଢାରେ ଅଗ୍ରଗତି ହୋଇନାହିଁ । ବିଭିନ୍ନ କାରଣ ଯୋଗୁଁ କୋର୍ସ ଶେଷ ହୋଇନାହିଁ । ଅପରପକ୍ଷେ କଲେଜ କର୍ତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କ ଫାଇନାଲ ପରୀକ୍ଷା କରିବାକୁ ଯାଉଛନ୍ତି । ଫଳରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଅଶାନ୍ତି ଦେଖାଦେଇଛି ।

ପାଠପଢି କୋର୍ସ ଶେଷ ନହୋଇ ପରୀକ୍ଷା କଲେ ନିଶ୍ଚୟ ରେଜଲ୍ଟ ଖରାପ ହେବ । ତେଣୁ, ପରୀକ୍ଷା ତାରିଖ ଘୁଞ୍ଚାଇବାକୁ ଦାବି କରିଛନ୍ତି । ପରୀକ୍ଷା ତାରିଖ ଘୁଞ୍ଚାଇଲେ କୋର୍ସ ଶେଷ ହେବା ସହ ଛାତ୍ରଛାତ୍ରୀ ପାଠ ପଢିବା ପାଇଁ ସମୟ ପାଇବେ ବୋଲି ମତ ରଖିଛନ୍ତି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.