ETV Bharat / state

ମରଣଜନ୍ତା ପାଲଟିଛି ଡ଼ଙ୍ଗରିପଡା ଏବଂ ପାଣ୍ଡେପଡା ରାସ୍ତା - ଡ଼ଙ୍ଗରିପଡା ଓ ପାଣ୍ଡେପଡା ରାସ୍ତା

ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ହୀରାପୁର ଗ୍ରାମ ଡ଼ଙ୍ଗରିପଡା ଏବଂ ପାଣ୍ଡେପଡା ରାସ୍ତା ମରଣଜନ୍ତା ପାଲଟିଛି । ଅଧିକ ପଢନ୍ତୁ...

ମରଣଯନ୍ତା ପାଲଟିଛି ଡ଼ଙ୍ଗରିପଡା ଏବଂ ପାଣ୍ଡେପଡା ରାସ୍ତା

author img

By

Published : Dec 5, 2020, 1:44 PM IST

ନୂଆପଡା:ସିନାପାଲି ବ୍ଲକ ହୀରାପୁର ଗ୍ରାମ ଡ଼ଙ୍ଗରିପଡା ଏବଂ ପାଣ୍ଡେପଡା ରାସ୍ତା ମରଣଜନ୍ତା ପାଲଟିଛି । ଗମନାଗମନ ସମୟରେ ସ୍ଥାନୀୟ ଲୋକେ ପାଣ୍ଡେପଡା ରାସ୍ତାରେ ଝୁଣ୍ଟି ପଡି ଦୁର୍ଘଟଣାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି ।

ମରଣଯନ୍ତା ପାଲଟିଛି ଡ଼ଙ୍ଗରିପଡା ଏବଂ ପାଣ୍ଡେପଡା ରାସ୍ତା

ସେହିଭଳି ଡ଼ଙ୍ଗରିପଡା ରାସ୍ତା ମଧ୍ୟ ମରଣଜନ୍ତା ପାଲଟିଛି । ଅଣ ଓସାରିଆ ରାସ୍ତାରେ ଲୋକେ ଯାତାୟତ କରିବା କଷ୍ଟକର ହୋଇପଡିଛି । ଡ଼ଙ୍ଗରିପଡାକୁ ଆମ୍ବୁଲାନ୍ସ କିମ୍ବା ଦୁଇ ଚକିଆ ଯାନ ବାହାନ ଯିବା ଆସିବା କଷ୍ଟକର ହୋଇପଡିଛି । ଟିମନପୁର ରାଜସ୍ବ ନିରୀକ୍ଷକଙ୍କ ରିପୋର୍ଟ ଅନୁସାରେ ଡ଼ଙ୍ଗରିପଡା ରାସ୍ତା 25 ଫୁଟ ଓସାର ରହିଛି । ସ୍ଥାନୀୟ ଲୋକମାନେ ଜବର ଦଖଲ କରିଵା କାରଣରୁ ରାସ୍ତା ଅଣ ଓସାରିଆ ହୋଇଯାଇଛି ।

ଆଜି ହୀରାପୁର ଗାଁକୁ ସିନାପାଲି ବିଡିଓ ଶଦାଶିବ ନାୟକ, ଟିମନପୁର ପିଇଓ ସସ୍ମିତା ପ୍ରଧାନ, ଟିମନପୁର ରାଜସ୍ବ ନିରୀକ୍ଷକ ଦେବରାଜ ତ୍ରିପାଠୀ ମିଳିତ ଗ୍ରସ୍ତ କରି ଦୁଇଗୋଟି ରାସ୍ତା ସମସ୍ୟା ଦୂର କରିଛନ୍ତି । ସ୍ଥାନୀୟ ଜବର ଦଖଲକାରୀ ମାନଙ୍କୁ ବୁଝାସୁଝା କରିବା ସହ ଦୁଇଗୋଟି ରାସ୍ତାର ଉନ୍ନତି କରଣ ପାଇଁ ମନରେଗା ଯୋଜନାରେ କାମ ଆରମ୍ଭ କରିବା ପାଇଁ ଗ୍ରାମ ପଞ୍ଚାୟତ ପିଇଓ ସସ୍ମିତା ପ୍ରଧାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବିଡିଓ ଶଦାଶିବ ନାୟକ ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.