ETV Bharat / state

ଏକବର୍ଷ ପୂର୍ତ୍ତି ଅବସରରେ ନିଜ ପାରଦର୍ଶିତା ବଖାଣିଲେ କଳାହାଣ୍ଡି ସାଂସଦ - କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା

କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ସାଂସଦର ଏକବର୍ଷ ପୂର୍ତ୍ତି ଅବସରରେ ବଖାଣିଲେ ନିଜ ପାରଦର୍ଶିତା । ନିଜ ସଂସଦୀୟ କ୍ଷେତ୍ରରେ ଗତ ଏକ ବର୍ଷରେ କରିଥିବା ଉନ୍ନୟନମୂଳକ କାର୍ଯ୍ୟ ବିଷୟରେ ଏକ ସାମ୍ବାଦିକ ସମ୍ମୀଳନୀ କରି ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

press-meet-by-kalahandi-mp-basanta-panda-for-complite-of-one-year-tenure
ଏକବର୍ଷ ପୂର୍ତ୍ତି ଅବସରରେ ନିଜ ପାରଦର୍ଶିତା ବଖାଣିଲେ କଳାହାଣ୍ଡି ସାଂସଦ
author img

By

Published : Jun 3, 2020, 1:26 AM IST

ନୂଆପଡା: କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ସାଂସଦର ଏକବର୍ଷ ପୂର୍ତ୍ତି ଅବସରରେ ବଖାଣିଲେ ନିଜ ପାରଦର୍ଶିତା । ନିଜ ସଂସଦୀୟ କ୍ଷେତ୍ରରେ ଗତ ଏକ ବର୍ଷରେ କରିଥିବା ଉନ୍ନୟନମୂଳକ କାର୍ଯ୍ୟ ବିଷୟରେ ସୂଚନା ଦେଲେ। ମହାମାରୀ କୋରୋନା ମୁକାବିଲା ପାଇଁ ନିଜ ସାଂସଦ ପାଣ୍ଠିରୁ ଖର୍ଚ୍ଚ କରିଥିବା କହିଛନ୍ତି ସାଂସଦ ।

ଏକବର୍ଷ ପୂର୍ତ୍ତି ଅବସରରେ ନିଜ ପାରଦର୍ଶିତା ବଖାଣିଲେ କଳାହାଣ୍ଡି ସାଂସଦ

କଳାହାଣ୍ଡି ଲୋକସଭା କ୍ଷେତ୍ରର ନୂଆପଡା, କଳାହାଣ୍ଡି ଜିଲ୍ଲାର ଉନ୍ନତି ଓ ଅଗ୍ରଗତି ସମ୍ପର୍କରେ ଦେଲେ ଟିପ୍ପଣି । ଖଡ଼ିଆଳ କେନ୍ଦ୍ରୀୟ ବିଦ୍ୟାଳୟର ନିଜସ୍ବ ଜମି ସମସ୍ୟା ଦୂର କରିଥିବା କହିଛନ୍ତି ଏହା ସହ ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିବା କହିଛନ୍ତି । 2କୋଟି 15ଲକ୍ଷ ନିଜସ୍ବ ସାଂସଦ ପାଣ୍ଠିକୁ ନିଜ ଲୋକସଭା କ୍ଷେତ୍ରରେ କୋଭିଡ19 ମୁକାବିଲା ପାଇଁ ଖର୍ଚ୍ଚ କରାଇଛନ୍ତି । 9ମାସର ସାଂସଦ ଦରମାକୁ କୋଭିଡ ମୁକାବିଲା ପାଇଁ ଦାନ କରିଥିବା କହିଛନ୍ତି ଶ୍ରୀ ପଣ୍ଡା । ଜୁନାଗଡ଼ ଭୁବନେଶ୍ବର ଲିଙ୍ଗ ଏକ୍ସପ୍ରେସ କୁ ଅଲଗା କରି ନୂତନ ଦୁଇଗୋଟି ରେଳ ବ୍ୟବସ୍ଥା କରାଇଛନ୍ତି । କେନ୍ଦ୍ରୀୟ ବିଦ୍ୟାଳୟ ଗୁଡିକୁ ହାର୍ଡ ଷ୍ଟେସନ ଘୋଷଣା ,ଆନ୍ୟାନ୍ୟ ଉନ୍ନୟନମୂଳକ କାର୍ଯ୍ୟ ଖୁବ ଶୀଘ୍ର ହେବ ବୋଲି କହିଛନ୍ତି ଶ୍ରୀପଣ୍ଡା । ଉତ୍କେଲା ଏୟାର ପୋର୍ଟକୁ ଉଡାଣ 2.0 ରେ ସମ୍ମିତ କରାଯିବ ବୋଲି ଆଜି ଗଣ ମାଧ୍ୟମକୁ ସୂଚନା ଦେଇ ବଖାଣିଛନ୍ତି କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.