ETV Bharat / state

Panchayat Election: ଗାଁରେ ନିର୍ବାଚନ ତାତି, ପ୍ରଚାର ଜୋରଦାର - ନୂଆପଡା ଖବର

ପଞ୍ଚାୟତ ନିର୍ବାଚନ ପାଇଁ ସରଗରମ ରାଜନୀତି । ନୂଆପଡାରେ ଜମୁଛି ପ୍ରଚାର । ଅଧିକ ପଢନ୍ତୁ

Panchayat Election :  ଗାଁ ଗାଁରେ ନିର୍ବାଚନ ତାତି , ପ୍ରଚାର ଜୋରଦାର

author img

By

Published : Feb 4, 2022, 10:14 PM IST

ନୂଆପଡା: ପଞ୍ଚାୟତ ନିର୍ବାଚନ ପାଇଁ ସରଗରମ ରାଜନୀତି । ନୂଆପଡା ଜିଲ୍ଲା ପରିଷଦ ଜୋନ ୨ରେ ଶୁକ୍ରବାର ବିଜେଡିର ଜିଲ୍ଲା ପରିଷଦ ପ୍ରାର୍ଥୀ ଅବନିରଞ୍ଜନ ଯୋଶୀ ଓ ବିଜେପି ପ୍ରାର୍ଥୀନୀ ସୋନାଲି ପାଣିଗ୍ରାହୀ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି । ଉଭୟ ଦଳର ପ୍ରାର୍ଥୀ ଜନତାଙ୍କ ଭୋଟ ହାତେଇବା ପାଇଁ କ୍ୟାମ୍ପେନିଂକୁ ଜୋରଦାର କରୁଛନ୍ତି ।

Panchayat Election : ଗାଁ ଗାଁରେ ନିର୍ବାଚନ ତାତି , ପ୍ରଚାର ଜୋରଦାର

ଏହାବି ପଢନ୍ତୁ : Panchayat Election: ଡିଜିଟାଲରେ ଗାଁରେ ପହଞ୍ଚିବେ ଦିଲ୍ଲୀ ନେତା

ନବୀନ ସରକାରଙ୍କ ସ୍ୱଚ୍ଛ ଭାବମୂର୍ତ୍ତି ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଯୋଜନାର ସଫଳତାକୁ ନେଇ ବିଜେଡି ପ୍ରାର୍ଥୀ ଭୋଟ ମାଗୁଥିବା ବେଳେ ବିଜେପି ପ୍ରାର୍ଥୀ କେନ୍ଦ୍ର ସରକାରଙ୍କ ବହୁମୁଖୀ ଯୋଜନା ସମ୍ପର୍କରେ ଲୋକଙ୍କୁ ନିର୍ବାଚନ ବୈତରଣୀ ପାର ହେବାକୁ ଯୋଜନା ରଖିଛି । ଦୁଇ ନମ୍ୱର ଜିଲ୍ଲା ପରିଷଦ ଜୋନରେ 12ଟି ପଞ୍ଚାୟତ 143 ଗୋଟି ଓ୍ବାର୍ଡ ଥିବା ବେଳେ 38 ହଜାର 409 ଗୋଟି ଭୋଟର ରହିଛନ୍ତି । ଆଗାମୀ ଦିନରେ ଭୋଟର କାହା ସପକ୍ଷରେ ଯିବେ ତାହା ନିର୍ବାଚନ ଭୋଟ ଗଣତି ପରେ ହିଁ ଜଣାପଡିବ ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.