ETV Bharat / state

ଦୁର୍ଘଟଣାରେ ଜଣେ ମୃତ, 4 ଗୁରୁତର

ଖଡ଼ିଆଳ ଥାନା ଅନ୍ତର୍ଗତ 353 ଜାତୀୟ ରାଜପଥ ବଡ଼ମହେଶ୍ୱର ଗାଁ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ମୃତ । ଅଧିକ ପଢନ୍ତୁ....

author img

By

Published : Feb 11, 2021, 10:35 PM IST

ଦୁର୍ଘଟଣାରେ ଜଣେ ମୃତ , 4 ଗୁଗୁତ୍ତର
ଦୁର୍ଘଟଣାରେ ଜଣେ ମୃତ , 4 ଗୁଗୁତ୍ତର

ନୂଆପଡା: ଖଡ଼ିଆଳ ଥାନା ଅନ୍ତର୍ଗତ 353 ଜାତୀୟ ରାଜପଥ ବଡ଼ମହେଶ୍ୱର ଗାଁ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ମୃତ, 4ଗୁରୁତର ହୋଇଥିବା ଜଣାପଡିଛି ।

ଦୁର୍ଘଟଣାରେ ଜଣେ ମୃତ , 4 ଗୁଗୁତ୍ତର

4 ଗୁରୁତରଙ୍କୁ ଛତିଶଗଡ଼ ରାୟପୁର, ବୁର୍ଲାକୁ ଚିକିତ୍ସା ପାଇଁ ସ୍ଥାନାନ୍ତରିତ କରାଯାଇଛି । ମିଳିଥିବା ସୂଚନା ଅନୁସାରେ ଇଚ୍ଛାପୁର ଗାଁର ଇନୋଭା କାର ଡ୍ରାଇଭର ନବରତ୍ନ ପୋଢ଼ ସମେତ 4ଜଣ ସାଙ୍ଗ ଖଡ଼ିଆଳ ସହରସ୍ଥିତ ଏକ ବାହାଘରକୁ ଆସିଥିଲା । ବାହାଘର ଭୋଜି ଖାଇ ନିଜଗାଁକୁ ଫେରି ଯାଉଥିବାବେଳେ ବଡ଼ମହେଶ୍ୱର ଗାଁ ନିକଟରେ ଏକ ଟ୍ରକକୁ ଧକ୍କା ଦେଇଥିଲା ଇନୋଭା କାର । ଫଳରେ ଘଟଣାସ୍ଥଳରେ ଡ୍ରାଇଭର ନବରତ୍ନ ପୋଢଙ୍କ ଶୋଚନୀୟ ମୃତ୍ୟୁ ହୋଇଥିବାବେଳେ 4ଜଣ ଗୁରୁତରଙ୍କୁ ଚିକିତ୍ସା ପାଇଁ ରାୟପୁର VSS ବୁର୍ଲାକୁ ସ୍ଥାନାନ୍ତରିତ କରାଯାଇଛି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.