ETV Bharat / state

ନୂଆବର୍ଷରେ ଜନଶୂନ୍ୟ ଲୋୟରଇନ୍ଦ୍ର ଜଳସେଚନ ପ୍ରକଳ୍ପ ପର୍ଯ୍ୟଟନ କ୍ଷେତ୍ର - ଜନଶୂନ୍ୟ ଲୋୟରଇନ୍ଦ୍ର ଜଳସେଚନ ପ୍ରକଳ୍ପ

ଜିଲ୍ଲା ବ୍ୟାପୀ କୋଭିଡ କଟକଣା ପାଇଁ 2021 ନୂତନ ବର୍ଷ ସେଲିବ୍ରେସନ ଫିକା ପଡିଲା । ବିଶେଷ କରି ଲୋୟରଇନ୍ଦ୍ର ଜଳସେଚନ ପ୍ରକଳ୍ପ ପର୍ଯ୍ୟଟନ କ୍ଷେତ୍ର ଜନଶୂନ୍ୟ ହୋଇପଡିଛି । ଅଧିକ ପଢନ୍ତୁ...

ନୂଆବର୍ଷରେ ଜନଶୂନ୍ୟ ଲୋୟରଇନ୍ଦ୍ର ଜଳସେଚନ ପ୍ରକଳ୍ପ ପର୍ଯ୍ୟଟନ କ୍ଷେତ୍ର

author img

By

Published : Jan 1, 2021, 6:11 PM IST

ନୂଆପଡ଼ା: ଜିଲ୍ଲା ବ୍ୟାପୀ କୋଭିଡ କଟକଣା ପାଇଁ 2021 ନୂତନ ବର୍ଷ ସେଲିବ୍ରେସନ ଫିକା ପଡିଲା । ଖାଁ ଖାଁ ଲାଗୁଛି ନୂଆପଡା ଜିଲ୍ଲା ସହର ଠାରୁ ପୁରପଲ୍ଲୀ । ବିଶେଷ କରି ଲୋୟରଇନ୍ଦ୍ର ଜଳସେଚନ ପ୍ରକଳ୍ପ ପର୍ଯ୍ୟଟନ କ୍ଷେତ୍ର ଜନଶୂନ୍ୟ ହୋଇପଡିଛି । ହଜାର ହଜାର ପର୍ଯ୍ୟଟକଙ୍କ କୋଳାହଳରେ ଖିଲିଖିଲି ହସୁଥିବା ଲୋୟରଇନ୍ଦ୍ର ପର୍ଯ୍ୟଟନ କ୍ଷେତ୍ରରେ କାଉ କୋଇଲିର ଶବ୍ଦ ନାହିଁ ।

ନୂଆବର୍ଷରେ ଜନଶୂନ୍ୟ ଲୋୟରଇନ୍ଦ୍ର ଜଳସେଚନ ପ୍ରକଳ୍ପ ପର୍ଯ୍ୟଟନ କ୍ଷେତ୍ର

ପୂର୍ବ, ପଶ୍ଚିମ, ଉତ୍ତର, ଦକ୍ଷିଣ ପ୍ରତ୍ୟେକ ଦୁଆର ମୁହଁରେ ପୋଲିସ ସୁରକ୍ଷାକର୍ମୀଙ୍କ ଛାଉଣୀ ଦେଖାଦେଇଛି । କଡା ସୁରକ୍ଷା ବଳରେ ଲୋୟରଇନ୍ଦ୍ର ପର୍ଯ୍ୟଟନ କ୍ଷେତ୍ର । ବାଣ, ବାଜାର ଶବ୍ଦ ହିଁ ନାହିଁ । ଗୋଟିଏ ସ୍ଥାନରେ ମଧ୍ୟ ଭୋଜି ଭାତର ଆସର ଦେଲାନାହିଁ ସତରେ ଫିକା ପଡିଲା ନୂତନ ବର୍ଷ 2021 ।

ମଉଳି ଯାଇଛି ଲୋୟରଇନ୍ଦ୍ର ପର୍ଯ୍ୟଟନ କ୍ଷେତ୍ରର ଆକର୍ଷଣୀୟ ପାର୍କ, ମଉଳି ଯାଇଛି ଜୁଇ, ଜାଇ, ହେନା, ଟଗର । ନୀଳ ଜଳରାଶିରେ ଦେଖାଦେଉନାହିଁ ମାଛରଙ୍କା ପକ୍ଷୀ । ବିତରଣ କରୁନାହାନ୍ତି ପର୍ଯ୍ୟଟକ । ମହାମାରୀ ପ୍ରଭାବରେ ଫିକା ପଡିଲା ପର୍ବପର୍ବାଣି ନୂଆଖାଇ, ଦଶହରା, ଦୀପାବଳୀ ସବୁ ଖାଇଲା କୋଭିଡ 19 ଶେଷରେ ନୂତନ ବର୍ଷକୁ ମଧ୍ୟ ଛାଡିଲା ନାହିଁ ବୋଲି ଦୁଃଖରେ ପ୍ରକାଶ କରିଛନ୍ତି ପର୍ଯ୍ୟଟକ ।

ନୂଆପଡ଼ାରୁ ମୋତିଲାଲ ବାଗ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.