ETV Bharat / state

ଅଗ୍ନିଶମ ବିଭାଗ ଦ୍ବାରା ଖାରିଆରକୁ କରାଗଲା ସାନିଟାଇଜ - ଖାରିଆରକୁ କରାଗଲା ସାନିଟାଇଜ

ମଙ୍ଗଳବାର ଖାରିଆର ରୋଡ଼ ଅଗ୍ନିଶମ ବିଭାଗ ଦ୍ବାରା ପ୍ରଥମ ପର୍ଯ୍ୟାୟରେ ଖରିଆର ରୋଡ଼ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ମୁଖ୍ୟ ସଡକ, ରେଳ ଷ୍ଟେସନ, ଏଟିଏମ କାଉଣ୍ଟର, ହାଟ ବଜାର, ସାହିରେ ପିଚିକାରୀ ମାରି ସାନିଟାଇଜ କରାଯାଇଛି । ଅଧିକ ପଢନ୍ତୁ...

khariar-was-sanitized-by-the-fire-department
ଅଗ୍ନୀଶମ ବିଭାଗ ଦ୍ବାରା ଖାରିଆରକୁ କରାଗଲା ସାନିଟାଇଜ
author img

By

Published : Apr 14, 2020, 8:29 PM IST

ନୂଆପଡା: ମହାମାରୀ କୋଭିଡ-19କୁ ନିପାତ କରିବା ପାଇଁ ଅଣ୍ଟା ଭିଡିଲା ନୂଆପଡା ଜିଲ୍ଲା ଖରିଆର ରୋଡ଼ ଅଗ୍ନିଶମ ବିଭାଗ । ମଙ୍ଗଳବାର ଖାରିଆର ରୋଡ଼ ଅଗ୍ନିଶମ ଅଧିକାରୀ ଶକ୍ତି ପ୍ରସାଦ ନାଏକ ସମେତ ଅଗ୍ନିଶମ ବାହିନୀ ଶକ୍ତି ପ୍ରଦର୍ଶନ କରି ସହରକୁ ସାନିଟାଇଜ କରିଛନ୍ତି ।

ଅଗ୍ନୀଶମ ବିଭାଗ ଦ୍ବାରା ଖାରିଆରକୁ କରାଗଲା ସାନିଟାଇଜ

ପ୍ରଥମ ପର୍ଯ୍ୟାୟରେ ଖାରିଆର ରୋଡ଼ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ମୁଖ୍ୟ ସଡକ, ରେଳ ଷ୍ଟେସନ, ଏଟିଏମ କାଉଣ୍ଟର, ହାଟ ବଜାର, ସାହିରେ ପିଚିକାରୀ ମାରି ସାନିଟାଇଜ କରିଛନ୍ତି । ସରକାରଙ୍କ ନିର୍ଦ୍ଦେଶକୁ ପାଳନ କରି ଜନଜୀବନକୁ ସୁରକ୍ଷା ଯୋଗାଇଦେବା ପରମ କର୍ତ୍ତବ୍ୟ ବୋଲି ଅଗ୍ନିଶମ ଅଧିକାରୀ କହିଛନ୍ତି । କୋଭିଡ19କୁ ନିହତ କରିବା ପାଇଁ ଏହା ଖାରିଆର ରୋଡ ଅଗ୍ନୀଶମ ବିଭାଗର ପ୍ରାଥମିକ ପଦକ୍ଷେପ ବୋଲି କହିଛନ୍ତି । ଆଗାମୀ ଦିନରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ହେଲେ ପୁଣି ସାନିଟାଇଜ କରାଯିବ ବୋଲି କହିଛନ୍ତି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.