ETV Bharat / state

ହିତାଧିକାରୀଙ୍କୁ ଔଷଧ ବୁଡା ମଶାରୀ ବଣ୍ଟନ - ନୂଆପଡା ଔଷଧ ବୁଡା ମଶାରୀ ବାଣ୍ଟନ

ନୂଆପଡା ଜିଲ୍ଲା ଖଡ଼ିଆଳ ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ର ବାଦୀ ଗ୍ରାମ ସବ ସେଣ୍ଟର ଠାରେ ଔଷଧ ବୁଡା ମଶାରୀ ବଣ୍ଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢନ୍ତୁ...

ହିତାଧିକାରୀଙ୍କୁ ଔଷଧ ବୁଡା ମଶାରୀ ବାଣ୍ଟନ
ହିତାଧିକାରୀଙ୍କୁ ଔଷଧ ବୁଡା ମଶାରୀ ବାଣ୍ଟନ
author img

By

Published : Dec 8, 2020, 2:59 PM IST

ନୂଆପଡା: ଖଡ଼ିଆଳ ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ର ବାଦୀ ଗ୍ରାମ ସବ ସେଣ୍ଟର ଠାରେ ଔଷଧ ବୁଡା ମଶାରୀ ବଣ୍ଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଉତ୍ସବରେ ଖଡ଼ିଆଳ ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ର ଡାକ୍ତର ଦୀନବନ୍ଧୁ ମହାନନ୍ଦ ଅଧ୍ୟକ୍ଷତା କରିଥିବାବେଳେ ମୁଖ୍ୟ ଅତିଥି ଭାବରେ କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା , ସମ୍ମାନିତ ଅତିଥି ଖଡ଼ିଆଳ ଯୁବ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ, DMO ଡାକ୍ତର ଗୋପାଳ ଚନ୍ଦ୍ର ମଲ୍ଲିକ ଏବଂ DPM ବିସମ୍ବର ବେହେରା ପ୍ରମୁଖ ଯୋଗଦେଇ ହିତାଧିକାରୀଙ୍କୁ ଔଷଧ ଓ ମଶାରୀ ବଣ୍ଟନ କରିଛନ୍ତି ।

ହିତାଧିକାରୀଙ୍କୁ ଔଷଧ ବୁଡା ମଶାରୀ ବାଣ୍ଟନ

ହିତାଧିକାରୀ ଗଣ ମଶା ମାଛି ଦାଉରୁ ରକ୍ଷାପାଇ ସୁସ୍ଥ ଜୀବନ ଯାପନ କରିବାପାଇଁ ସରକାରଙ୍କ ଏକ ଜାତୀୟ କାର୍ଯ୍ୟକ୍ରମ ଅଟେ । ଏହି ଅବସରରେ ଖଡ଼ିଆଳ CHC ଅଧିନସ୍ଥ 16 ଗୋଟି ସବସେଣ୍ଟର ଜରିଆରେ 79 ହଜାର 356 ଗୋଟି ହିତାଧିକାରୀଙ୍କୁ ଔଷଧ ବୁଡା ମଶାରୀ ବଣ୍ଟନ କରିବାର ଲକ୍ଷ ରଖିଛି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ।

ନୂଆପଡାରୁ ମୋତିଲାଲ୍ ବାଗ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.