ETV Bharat / state

ଦନ୍ତାହାତୀ ଆକ୍ରମଣରେ ଜଣେ ମୃତ ,2 ଗୁରୁତର - ନୂଆପଡା ଦନ୍ତାହାତୀ ଆକ୍ରମଣରେ ଜଣେ ମୃତ

ନୂଆପଡା ଜିଲ୍ଲାରେ ଦନ୍ତାହାତୀ ଆକ୍ରମଣ ଜଣେ ମୃତ ,ଦୁଇ ଜଣ ଗୁରୁତର । ମୃତକ ହେଲେ ଟାଙ୍ଗରିପଡା ଗାଁର ବିଷ୍ଣୁ ଦଳ। ଅଧିକ ଖବର ପଢନ୍ତୁ...

elephant attack one death two injured in nuapada
ଦନ୍ତାହାତୀ ଆକ୍ରମଣରେ ଜଣେ ମୃତ ,2 ଗୁରୁତର
author img

By

Published : Jan 31, 2020, 1:15 AM IST

ନୂଆପଡା: ଜିଲ୍ଲାରେ ଦନ୍ତାହାତୀ ଆକ୍ରମଣ ଜଣେ ମୃତ , ଦୁଇ ଜଣ ଗୁରୁତର । ମୃତକ ହେଲେ ଟାଙ୍ଗରିପଡା ଗାଁର ବିଷ୍ଣୁ ଦଳ (୪୭) ।

ସୂଚନା ଅନୁଯାୟୀ, ନୂଆପଡା ଜିଲ୍ଲା ବୋଡେନ ବ୍ଲକ ଟାଙ୍ଗରିପଡା ଗାଁର ରୂପଧର ଦଳ, ବିଷ୍ଣୁ ଦଳ ଏବଂ ଶ୍ୟାମସୁନ୍ଦର ଦଳ କୌଣସି କାମରେ ବାଇକ ଯୋଗେ ବାହାରକୁ ଯାଇଥିଲେ । ଘରକୁ ଫେରିବାବେଳେ ଦରଗାଁ ନିକଟସ୍ଥ ନାଳ ପାଖରେ ଦନ୍ତାହାତୀ ହାବୁଡ଼ାରେ ପଡିଯାଇଥିଲେ ।

ଦନ୍ତାହାତୀ ଆକ୍ରମଣରେ ଜଣେ ମୃତ ,2 ଗୁରୁତର

ଦନ୍ତା ହାତୀ ଆକ୍ରମଣରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଦୁଇଜଣ ଗୁରୁତରଙ୍କୁ ବୋଡ଼େନ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

Intro:ନୂଆପଡା ଜ଼ୀଲ୍ଲା ରେ ଦନ୍ତାହାତୀ ଆକ୍ରମଣ । ଘଟଣା ସ୍ଥଳରେ ଜଣେ ମୃତ , ଦୁଇ ଜଣ ଗୁରୁତର । ମୃତକ ହେଲେ ଟାଙ୍ଗରିପଡା ଗାଁର ବିଷ୍ଣୁ ଦଳ (୪୭) ବୋଲି ଜଣାପଡିଛି । ଗୁରୁତର ହେଲେ ରୂପଧର ଦଳ ଏବଂ ସ୍ୱାମସୁନ୍ଦର ଦଳ ଵୋଲି ଜଣାପଡିଛି । ଏମାନେ ସମସ୍ତେ ବୋଡେ଼ନ ବ୍ଲକ ଟାଙ୍ଗରିପଡା ଗାଁର ଅଟନ୍ତି । କୌଣସି କାମରେ ବାଇକ ଯୋଗେ 3 ଜଣ ବାହାରକୁ ଯାଇଥିଲେ । ଘରକୁ ଫେରିବାବେଳେ ଦରଗାଁ ନିକଟସ୍ଥ ନାଲା ପାଖରେ ଦନ୍ତାହାତୀ ହାବୁଡ଼ାରେ ପଡି ଜଣେ ଶୋଚନୀୟ ଭାବରେ ମୃତ୍ୟୁ ମୁଖରେ ପଡିଥିବାବେଳେ, ଆଉ ଦୁଇଜଣ ଗୁରୁତର ଅବସ୍ଥାରେ ବୋଡେ଼ନ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିବା ଶୁଚନା ମିଳିଛି ।Body:ସConclusion:ସସ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.