ETV Bharat / state

ନିରବତା ଭାଙ୍ଗିଲେ ଦେବକୀ, ଇଟିଭି କ୍ୟାମେରା ସାମ୍ନାରେ କହିଲେ ଏମିତି... - Devaki broke the silence

ନୂଆପଡା ଜ଼ିଲ୍ଲା ସିନାପାଲି ଥାନା ବହୁଚର୍ଚ୍ଚିତ ସାବାଳିକା ପ୍ରେମିକା ଦେବକୀ ଭୋଇଙ୍କ ବଡ଼ ଖୁଲାସା ସାମ୍ନାକୁ ଆସିଲା । ‘ଇଟିଭି ଭାରତ’ କ୍ୟାମେରା ସମ୍ମୁଖକୁ ଆସି ମନକଥା ଖୋଲି କହିଛନ୍ତି 20 ବର୍ଷୀୟା ପ୍ରେମିକା ଦେବକୀ ଭୋଇ ।

ନୀରବତା ଭାଙ୍ଗିଲେ ଦେବକୀ, ଇଟିଭି କ୍ୟାମେରା ସାମ୍ନାରେ କହିଲେ ଏମିତି...

author img

By

Published : Sep 7, 2020, 10:47 AM IST

Updated : Sep 7, 2020, 2:18 PM IST

ନୂଆପଡା: ଜିଲ୍ଲା ସିନାପାଲି ଥାନା ବହୁଚର୍ଚ୍ଚିତ ସାବାଳିକା ପ୍ରେମିକା ଦେବକୀ ଭୋଇଙ୍କ ବଡ଼ ଖୁଲାସା ସାମ୍ନାକୁ ଆସିଲା । ‘ଇଟିଭି ଭାରତ’ କ୍ୟାମେରା ସମ୍ମୁଖକୁ ଆସି ମନକଥା ଖୋଲି କହିଛନ୍ତି 20 ବର୍ଷୀୟା ପ୍ରେମିକା ଦେବକୀ ଭୋଇ ।

ଆଜକୁ 4 ବର୍ଷ ପୂର୍ବରୁ ନିଜଗାନର ସତ୍ୟକାଣ୍ଡ ନାମକ ଯୁବକଙ୍କୁ ଦେବକୀ ଭଲ ପାଇଁ ଆସୁଥିଲେ । ଦୁହେଁ ଦୁହିଁଙ୍କୁ ଭଲପାଇ ଅଗ୍ନି ସୂର୍ଯ୍ୟ ଚନ୍ଦ୍ରକୁ ସାକ୍ଷୀରଖି ସାତ ଜନମର ସାଥିହୋଇ ସ୍ଵାମୀ ସ୍ତ୍ରୀ ରୂପେ ଘରସଂସାର କରି ରହିବାପାଇଁ ଚରମ ନିଷ୍ପତ୍ତି ନେଇଥିଲେ ପ୍ରେମୀଯୁଗଳ ।

ନିରବତା ଭାଙ୍ଗିଲେ ଦେବକୀ, ଇଟିଭି କ୍ୟାମେରା ସାମ୍ନାରେ କହିଲେ ଏମିତି...

ପ୍ରେମିକା ଦେବକୀ ଛୋଟ ଥିବା ସମୟରେ ମାଆ ପ୍ରାଣ ହରାଇଥିଲେ ସେହିଦିନ ଠାରୁ ମାଆର ସ୍ନେହ ନପାଇ ଦେବକି ମାଆ ଛେଉଣ୍ଡ ହୋଇଥିଲେ । ଅପରପକ୍ଷେ ଦେବକୀଙ୍କ ଅଭିଯୋଗ ତାଙ୍କ ଦୁଇ ଭାଉଜ ସ୍ନେହ ମମତା ଦେବା ବଦଳରେ ଅଣଦେଖା କରିଆସୁଥିଲେ । ବେଳେବେଳେ ସାହି ପଡ଼ିଶାରେ ନଣନ୍ଦ ଦେବକୀ ତାଙ୍କପାଇଁ ବୋଝ ପାଳଟିଥିବା କହୁଥିଲେ ।

ଭାଉଜ ମାନଙ୍କ ମନୋଭାଵକୁ ଦେବକୀ ଠିକ ଭାବରେ ବୁଝିପାରି କାନ୍ଦୁଥିଲେ। ଭାଉଜ ମାନଙ୍କ ବୋଝକୁ ହାଲୁକା କରିବା ପାଇଁ ମୁଁ ପ୍ରେମିକ ସତ୍ୟକାଣ୍ଡ ସହିତ ନିଜ ଇଚ୍ଛାରେ ଘରୁ ପଦାକୁ ବାହାରିଥିବା ଦେବକୀ ଖୁଲାସା କରିଛନ୍ତି । ଏଥିରେ ସତ୍ୟ କିମ୍ବା ତାର ପରିବାରର କୌଣସି ବ୍ୟକ୍ତିଙ୍କ ଦୋଷନାହିଁ ବୋଲି ଦେବକୀ ସ୍ପଷ୍ଟ କରିଛନ୍ତି । ଆସନ୍ତୁ ଦେବକୀ ଭୋଇ କଣ କହୁଛନ୍ତି ଶୁଣିବା ।

ନୂଆପଡାରୁ ମୋତିଲାଲ ବାଗ୍, ଇଟିଭି ଭାରତ

Last Updated : Sep 7, 2020, 2:18 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.