ETV Bharat / state

ରାଜନୀତିରୁ ସନ୍ୟାସ, ନିର୍ବାଚନ ଲଢିବେନି ଭକ୍ତ - ମହାତ୍ମା ଗାନ୍ଧୀଙ୍କ 150 ତମ ଜନ୍ମ ଜୟନ୍ତୀ

କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଦାସ ଆଉ ଲଢିବେନି ନିର୍ବାଚନ । ରାଜନୀତିରୁ ସନ୍ୟାସ ନେବେ ବୋଲି ଦେଇଛନ୍ତି ସୂଚନା ।

ଫାଇଲ ଫଟୋ
author img

By

Published : Oct 2, 2019, 4:45 PM IST

Updated : Oct 2, 2019, 5:54 PM IST

ନୂଆପଡା: ମହାତ୍ମା ଗାନ୍ଧୀଙ୍କ 150 ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ପଦଯାତ୍ରା କରିଛି ଜିଲ୍ଲା କଂଗ୍ରେସ । ମୁଖ୍ୟ ଅତିଥି ଭାବେ କାର୍ଯ୍ୟକ୍ରମରେ ଯୋଗଦେଇ ଏକ ବଡ଼ ସୂଚନା ଦେଇଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଦାସ । ଆଗାମୀ ଦିନରେ ଆଉ ନିର୍ବାଚନ ଲଢିବେ ନାହିଁ ବୋଲି ଖୋଦ ନିଜେ କହିଛନ୍ତି ଭକ୍ତ ।

ନିର୍ବାଚନ ଲଢିବେନି ଭକ୍ତ ଦାସ

ନୂଆ ପିଢିକୁ ସୁଯୋଗ ଦେବି । ପଦ ପଦବୀର ପାଇଁ ଆଉ ଆଶାୟୀ ନୁହେଁ ବୋଲି କହିଛନ୍ତି ପୂର୍ବତନ ମନ୍ତ୍ରୀ । କଳାହାଣ୍ଡି ଲୋକସଭା ନିର୍ବାଚନମଣ୍ଡଳୀରେ 9 ଥର ନିର୍ବାଚନ ଲଢିଛନ୍ତି ଦାସ । ସେ ସୂଚନା ଦେଇ କହିଛନ୍ତି ନିର୍ବାଚନରେ 3 ଥର ବିଜୟୀ ହୋଇଛି । 6 ଥର ହାରିଛି । ଏବେ ନିର୍ବାଚନରୁ ଓହରି ଯୁବକ ମାନଙ୍କୁ ପ୍ରେରଣା ଦେବେ ବୋଲି କହିଛନ୍ତି ଭକ୍ତ ।

ନୂଆପଡ଼ାରୁ ମୋତିଲାଲ ବାଗ, ଇଟିଭି ଭାରତ

Intro:ନୂଆପଡା ଜ଼ୀଲ୍ଲା କଂଗ୍ରସ ପକ୍ଷରୁ ଜାତୀର ପିତା ମହାତ୍ମା ଗାନ୍ଧୀଙ୍କ 150 ବର୍ଷ ଜନ୍ମ ଜୟନ୍ତୀ ପାଳିତ । ଜ଼ୀଲ୍ଲା କଂଗ୍ରେସ କମିଟି ପକ୍ଷରୁ କୋମନା ଠାରୁ ଖଡ଼ିଆଳ ଅଭିମୁଖେ ପଦଯାତ୍ରା । ମୁଖ୍ୟ ଅତିଥି ଭାବରେ ଯୋଗଦେଲେ ଜାତୀୟ କଂଗ୍ରସ ଦଳର ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଦାସ । ଏବଂ ଗଣମାଧ୍ୟମ ପ୍ରତିନିଧି ଙ୍କ ଉପସ୍ଥିତିରେ ବଡ ଖୋଲାସା କରିଛନ୍ତି । ଆଗକୁ ନିର୍ବାଚନ ଲଢ଼ିବେନାହିଁ ଭକ୍ତ ଦାସ । ନୂଆ ପିଢୀକୁ ସୁଯୋଗ ଦେବେ । ମୁଁ ପଦ ପଦବୀର ଆଶାୟୀ ନୁହେଁ । ପଦକୁ ଜାବୁଡି ଧରିବି ନାହିଁ । ନୂଆପିଲାମାନଙ୍କୁ ସୁଯୋଗ ଦେବି । 9 ଥର କଳାହାଣ୍ଡି ଲୋକ ସଭା ନିର୍ବାଚନ ଲଢ଼ିଛି । 3 ଥର ବିଜୟୀ ହୋଇଛି । 6 ଥର ହାରିଛି । ଆଉମୋତେ କଅଣ ଦରକାର ଏଭଳି କିଛି ଚାଂଚଲ୍ୟକର ଖୋଲାସା କରିଛନ୍ତି ଭକ୍ତଦାସ ।Body:ସConclusion:ସସ
Last Updated : Oct 2, 2019, 5:54 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.