ETV Bharat / state

ଖଡିଆଳରେ ରକ୍ତଦାନ ଶିବିର, 74 ୟୁନିଟ ସଂଗ୍ରହ - ବିଜୁ ଜନତା ଦଳ ରକ୍ତଦାନ ଶିବିର ଖବର

ମହାମାରୀ କୋଭିଡ 19 ସମୟରେ ରକ୍ତ ଅଭାବକୁ ନେଇ ଖଡିଆଳ ବିଧାନସଭା ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ପକ୍ଷରୁ ରକ୍ତଦାନ ଶିବିର । ଏଠାରେ ମୋଟ 74 ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ଅଧିକ ପଢନ୍ତୁ...

ଖଡିଆଳରେ ବିଜୁ ଜନତା ଦଳ ପକ୍ଷରୁ ରକ୍ତଦାନ ଶିବିର, 74 ୟୁନିଟ ସଂଗ୍ରହ

author img

By

Published : Oct 23, 2020, 3:37 PM IST

ନୂଆପଡା: ଜିଲ୍ଲା ଖଡିଆଳ ବିଧାନସଭା ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳର ରକ୍ତଦାନ ଶିବିର । ମହାମାରୀ କୋଭିଡ 19 ସମୟରେ ରକ୍ତ ଅଭାବ ଆବଶ୍ୟକତାକୁ ପୂରଣ କରିବା ପାଇଁ ଆୟୋଜନ କରାଯାଇଛି ।

ଖଡିଆଳରେ ବିଜୁ ଜନତା ଦଳ ପକ୍ଷରୁ ରକ୍ତଦାନ ଶିବିର, 74 ୟୁନିଟ ସଂଗ୍ରହ

ନୂଆପଡା ଜିଲ୍ଲା ବିଜୁଜନତା ଦଳ ମହାସଚିବ ତଥା ପଶ୍ଚିମ ଓଡିଶା ବିକାଶ ପରିଷଦ ବିଶେଷଜ୍ଞ ସଦସ୍ୟ ଲମ୍ବୋଦର ନିଆଲଙ୍କ ନେତୃତ୍ବରେ ରକ୍ତଦାନ ଶିବିର ଆୟୋଜିତ ହୋଇଛି । ମହାମାରୀ କୋଭିଡ ସମୟରେ ରକ୍ତ ଅଭାବ କାରଣରୁ ଗରିବଙ୍କ ଅକାଳରେ ଜୀବନ ଯାଉଛି । ଏହାକୁ ଦୃଷ୍ଟିରେ ରଖି ରକ୍ତ ଦାନ ପରି ମହତ କାର୍ଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି ଖଡିଆଳ ନିର୍ବାଚନ ମଣ୍ଡଳୀର ବିଜେଡିର କର୍ମ ଓ ନେତା । ମୁଖ୍ୟମନ୍ତ୍ରୀଙ୍କ 74 ବର୍ଷ ପୂର୍ତ୍ତି ଜନ୍ମ ଦିବସକୁ ବହୁ ଆଡମ୍ବରରେ ପାଳନ ନ କରି , ରକ୍ତ ଦାନ ସେବା ଦିବସ ପାଳନ କରିଛି ବିଜୁ ଜନତା ଦଳ । ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର କର୍ମଚାରୀ ମାନେ ରକ୍ତ ସଂଗ୍ରହ କରିଥିବା ବେଳେ ଏଠାରେ ମୋଟ 74 ୟୁନିଟ ରକ୍ତ ସଂଗ୍ରହ କରାଯାଇଛି ।

ନୂଆପଡାରୁ ମୋତିଲାଲ ବାଗ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.