ETV Bharat / state

ନୂଆପଡା ଜିଲ୍ଲା ପରିଷଦ ଉପନିର୍ବାଚନରେ ବିଜେଡି ବିଜୟୀ - ଜିଲ୍ଲା ପରିଷଦ ଉପନିର୍ବାଚନରେ ବିଜେଡି ବିଜୟୀ

ନୂଆପଡା 2 ନମ୍ବର ଜିଲ୍ଲା ପରିଷଦ ଜୋନ୍ ଉପନିର୍ବାଚନ ଫଳାଫଳ ପ୍ରକାଶ ପାଇଛି । ନିର୍ବାଚନୀରେ ବିଜେପି କଂଗ୍ରେସକୁ ବାଦ ଦେଇ ଗାଦି ଅକ୍ତିଆର କରିଛି ବିଜେଡି । ଅଧିକ ପଢନ୍ତୁ...

ନୂଆପଡା ଜିଲ୍ଲା ପରିଷଦ ଉପନିର୍ବାଚନରେ ବିଜେଡି ବିଜୟୀ

author img

By

Published : Feb 25, 2021, 6:53 PM IST

ନୂଆପଡା: ପ୍ରକାଶ ପାଇଲା ନୂଆପଡା ନଂ 2 ଜିଲ୍ଲା ପରିଷଦ ଜୋନ୍ ଉପନିର୍ବାଚନ ଫଳାଫଳ । ନିର୍ବାଚନରେ ବିଜେଡିର ଅବନୀ ରଞ୍ଜନ ଯୋଶୀ ବିପୁଳ ମାତ୍ରାରେ ଭୋଟ ପାଇ ଜୟଯୁକ୍ତ ହୋଇଛନ୍ତି ।

ନୂଆପଡା ଜିଲ୍ଲା ପରିଷଦ ଉପନିର୍ବାଚନରେ ବିଜେଡି ବିଜୟୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଓ ନୂଆପଡା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପ୍ରତି ଭୋଟରଙ୍କ ଆଶା ଭରସା ଥିବା କାରଣରୁ ନିର୍ବାଚନ ବିଜୟୀ ହୋଇଥିବା ନବ ନିର୍ବାଚିତ ଜିଲ୍ଲା ପରିଷଦ ସଭ୍ୟ ଅବନୀ ରଞ୍ଜନ ଯୋଶୀ କହିଛନ୍ତି । ତେବେ ନିର୍ବାଚନରେ ବିଜେଡି 16ହଜାର 17ଖଣ୍ଡ ଭୋଟ ପାଇ ଥିବାବେଳେ ନିକଟତମ ପ୍ରତିଦ୍ବନ୍ଦି BJP ପ୍ରାର୍ଥୀ ଗୌରୀଶଙ୍କର ପଣ୍ଡା 5ହଜାର 393ଖଣ୍ଡ ଭୋଟ ପାଇଛନ୍ତି । ସେହିଭଳି କଂଗ୍ରେସ ପ୍ରାର୍ଥୀ କାଞ୍ଚନ ଶବର 2ହଜାର 409ଖଣ୍ଡ ଭୋଟ ପାଇଛନ୍ତି । ତେବେ ଆଜି(ଗୁରୁବାର) ନିର୍ବାଚନ କଳ୍ପନା ଜଳ୍ପନା ଅବସାନ ଘଟି ଥିବାବେଳେ ବିଜୟୀ ପ୍ରାର୍ଥୀ ଅବନୀ ରଞ୍ଜନ ଯୋଶୀ ସମେତ ତାଙ୍କ ଦଳ ବିଜୟ ଉତ୍ସବ ପାଳନ କରୁଥିବା ଦେଖାଦେଇଛି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.