ETV Bharat / state

ନୂଆପଡା ବନ୍ୟା ବିତ୍ପାତ: 9 ଘଣ୍ଟାର ସଙ୍ଘର୍ଷ ପରେ ବର୍ତ୍ତିଲା 10 ଜୀବନ

author img

By

Published : Sep 8, 2019, 2:51 PM IST

ନୂଆପଡା ଜିଲ୍ଳା ସିନାପାଲି ଉଦନ୍ତୀ ନଦୀ ବନ୍ୟା ବିତ୍ପାତ ଘଟଣା। ଜଳବନ୍ଦୀ ଥିଲେ 10 ଜଣ ଗାଈ ଚରାଳି ସହ 300 ଗାଈ, ଛେଳି ଓ ମେଣ୍ଢା । ଦୀର୍ଘ 9 ଘଣ୍ଟାର ପ୍ରଚେଷ୍ଟା ପରେ 10 ଜଣ ଗାଈ ଚରାଳୀଙ୍କୁ ଉଦନ୍ତୀ ନଦୀ ବନ୍ୟାଜଳରୁ ଉଦ୍ଧାର କରାଯାଇଛି ।

ଫଟୋ ସୌଜନ୍ୟ: ପ୍ରତିନିଧି ନୂଆପଡା

ନୂଆପଡା: ରାତ୍ରି ତମାମ ଜଳ ସହ ସଙ୍ଘର୍ଷ । ଦୀର୍ଘ 9 ଘଣ୍ଟାର ପ୍ରଚେଷ୍ଟା ପରେ 10 ଜଣ ଗାଈ ଚରାଳୀଙ୍କୁ ଉଦନ୍ତୀ ନଦୀ ବନ୍ୟାଜଳରୁ ରେସ୍କ କ୍ୟୁ କରାଯାଇଛି । ତେବେ ବୋଟ ସାହାଯ୍ୟରେ ପ୍ରଥମେ 7 ଜଣଙ୍କୁ ଏବଂ ପରେ 3 ଜଣଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଛି ମିଳିତ ଖଡ଼ିଆଳ ସିନାପାଲି ଦମକଳ ବାହିନୀ ।

ଖବର ଅନୁଯାୟୀ, ନୂଆପଡା ଜିଲ୍ଳା ସିନାପାଲି ଉଦନ୍ତୀ ନଦୀ ବନ୍ୟା ବିତ୍ପାତ ଘଟଣା। ଜଳବନ୍ଦୀ ଥିଲେ 10 ଜଣ ଗାଈ ଚରାଳି ସହ 300 ଗାଈ, ଛେଳି ଓ ମେଣ୍ଢା । ଖବର ପାଇ ସିନାପାଲି ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିବା ସହ ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲା । ପରିସ୍ଥିତି ସଂକଟାପନ୍ନ ଥିବାରୁ ନିକଟସ୍ଥ ଖଡ଼ିଆଳ ଦମକଳ ବାହିନୀର ସାହାଯ୍ୟ ଲୋଡିଥିଲା ସିନାପାଲି ଦମକଳ ବାହିନୀ ।

ଭିଡିଓ ସୌଜନ୍ୟ: ପ୍ରତିନିଧି ନୂଆପଡା

ପାଣିର ଗତି ପ୍ରଖର ଥିବାରୁ ଉଦ୍ଧାର କାର୍ଯ୍ୟ ବହୁ କଷ୍ଟକର ଥିବା ଦମକଳ ବାହିନୀ କର୍ମଚାରୀ ସୂଚନା ଦେଇଛନ୍ତି । ସେହିଭଳି ବନ୍ୟପାଣିରେ ଫସି ରହିଥିବା ଲୋକମାନେ ଆତଙ୍କିତ ଥିବା କହିଛନ୍ତି । ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରିଥିବାରୁ ଉଭୟ ଖଡ଼ିଆଳ ଏବଂ ସିନାପାଲି ଦମକଳ ବାହିନୀଙ୍କୁ ସ୍ଥାନୀୟ ଲୋକେ ଧନ୍ୟବାଦ ଦେଇଛନ୍ତି ।

ନୂଆପଡାରୁ ମୋତିଲାଲ ବାଗ୍, ଇଟିଭି ଭାରତ

Intro:ନୂଆପଡା ଜ଼ୀଲ୍ଳା ସିନାପାଲି ଉଦନ୍ତୀ ନଦୀ ବନ୍ୟା ବିତ୍ପାତ ଘଟଣା। ଜଳ ବନ୍ଧୀ ଥିଲେ 10 ଜଣ ଗାଈ ଚରାଳି ସହ 300 ଗାଈ ଛେଳି ମେଣ୍ଢା । ଖବର ପାଇ ସିନାପାଲି ଦମକଳ ବାହିନୀ ଉଦ୍ଦାର କାର୍ଯ୍ୟ ଜାରି ରଖିଥିଲା । ପରିସ୍ଥିତି ସଂକଟ। ପନ୍ନ ଥିବାରୁ ନିକଟସ୍ଥ ଖଡ଼ିଆଳ ଦମକଳ ବାହିନୀର ସାହାଯ୍ୟ ଲୋଡିଥିଲା ସିନାପାଲି ଦମକଳ ବାହିନୀ । ରାତ୍ରି ତମାମ ଦୀର୍ଘ 9 ଘଣ୍ଟା କାଳ ଲାଗିରହିଥିଲା ରେସ୍କ କ୍ୟୁ ଅପରେସନ । ବୋଟ ସାହାଯ୍ୟରେ ପ୍ରଥମେ 7 ଜଣଙ୍କୁ ଏବଂ ପରେ 3 ଜଣଙ୍କୁ ଉଦ୍ଦାର କରିବାରେ ସଫଳ ହୋଇଛି ମିଳିତ ଖଡ଼ିଆଳ ସିନାପାଲି ଦମକଳ ବାହିନୀ । ପାଣିର ଗତି ପ୍ରଖର ଥିବାରୁ ଉଦ୍ଦାର କାର୍ଯ୍ୟ ବହୁ କଷ୍ଟକର ଥିବା ଦମକଳ ବାହିନୀ କର୍ମଚାରୀ ଶୁଚନା ଦେଇଛନ୍ତି । ସେହିଁଭଲି ବନ୍ୟପାଣିରେ ଫସି ରହିଥିବା ଲୋକମାନେ ଆତଙ୍କିତ ଥିବା କହିଛନ୍ତି । ସମସ୍ତଙ୍କୁ ସୁରକ୍ଷିତ ଉଦ୍ଦାର କରିଥିବାରୁ ଉଭୟ ଖଡ଼ିଆଳ ଏବଂ ସିନାପାଲି ଦମକଳ ବାହିନୀ ଙ୍କୁ ସ୍ଥାନୀୟ ଲୋକେ ଧନ୍ୟବାଦ ଦେଇଛନ୍ତି ।
byte-1-ମକଧ୍ୱଜ ସା (ଉଦ୍ଦାର ଲୋକ)
byte-2-ଦମକଳ ବାହିନୀ ସିନାପାଲିBody:ସConclusion:ସସ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.