ETV Bharat / state

ନୂଆପଡାରୁ 97 ଦାଦନ ଶ୍ରମିକ ଉଦ୍ଧାର

author img

By

Published : Nov 2, 2019, 10:46 PM IST

ଦାଦନ ଖଟିବାକୁ ହାଇଦ୍ରାବାଦ ଯାଉଥିବାବେଳେ ନୂଆପଡା ଖରିଆର ରୋଡ ରେଳ ଷ୍ଟେସନରୁ 97ଜଣ ଶ୍ରମିକଙ୍କୁ ଉଦ୍ଧାର କରିଛି ପୋଲିସ ।

ନୂଆପଡାରୁ 97 ଦାଦନ ଶ୍ରମିକ ଉଦ୍ଧାର

ନୂଆପଡା: ଖଡିଆର ରୋଡ ରେଳ ଷ୍ଟେସନରୁ 97ଜଣ ଦାଦନ ଶ୍ରମିକ ଉଦ୍ଧାର । ଏମାନେ ଦାଦନ ଖଟିବାକୁ ଯାଉଥିବା ବେଳେ ଶ୍ରମିକଙ୍କୁ ଉଦ୍ଧାର କରିଛି ପୋଲିସ । ଏମାନଙ୍କ ମଧ୍ୟରେ 46 ଜଣ ପୁରୁଷ, 29 ଜଣ ମହିଳା ଏବଂ 22 ଜଣ ଶିଶୁ ଅଛନ୍ତି ।

ନୂଆପଡାରୁ 97 ଦାଦନ ଶ୍ରମିକ ଉଦ୍ଧାର

ସୂଚନା ଅନୁସାରେ, କଣ୍ଟାବାଞ୍ଜି ଶ୍ରମିକ ସର୍ଦ୍ଦାର ସଞ୍ଜିତ୍ ଖାନ ଏମାନଙ୍କୁ କାମ ଦେବା ଉଦ୍ଦେଶ୍ୟରେ ହାଇଦ୍ରାବାଦ ନେଉଥିଲେ । ଖବର ପାଇ ପୋଲିସ ପହଞ୍ଚି ଶ୍ରମିକ ମାନଙ୍କୁ ଉଦ୍ଧାର କରିଥିବା ବେଳେ ଘଟଣାସ୍ଥଳରୁ ପୋଲିସକୁ ଚଖ୍‌ମା ଦେଖେଇ ଖସି ଯାଇଥିଲା ସର୍ଦ୍ଦାର । ତେବେ ଉଦ୍ଧାର ଶ୍ରମିକ ମାନେ ବଲାଙ୍ଗୀର ଜିଲ୍ଲାର ମୁରିବାହାଲ, କଣ୍ଟାବାଞ୍ଜି, ଓ ନୂଆପଡା ଜିଲ୍ଲା କୋମନା ବ୍ଲକର ବୋଲି ଜଣାପଡିଛି ।

ନୂଆପଡାରୁ ମୋତିଲାଲ ବାଗ୍, ଇଟିଭି ଭାରତ

Intro:କାମଧନ୍ଧା ଅନ୍ବେଷଣ ରେ ରାଜ୍ୟବାହାର କୁ ବେଆଇନ ଶ୍ରମିକ ଚାଲାଣ ନୂଆପଡା ଜ଼ୀଲ୍ଲା ରେ ଥମିବାର ନାଁ ନେଉନାହିଁ । ଖରିଆର ରୋଡ଼ ରେଲ ଷ୍ଟେସନ ରୁ ଆଜି 97 ଜଣ ଦାଦନ ଶ୍ରମିକ ଙ୍କୁ ଉଦ୍ଦାର କରିଛି ଖରିଆରରୋଡ଼ ଜୋଙ୍କ ପୋଲିସ । ବଲାଙ୍ଗୀର ଜ଼ୀଲ୍ଲା ମୁରିବାହାଲ,ବଙ୍ଗୋମୁଣ୍ଡା,କଣ୍ଟାବାଞ୍ଜି ବ୍ଲକ ,ନୂଆପଡା ଜ଼ୀଲ୍ଲା ଖଡ଼ିଆଳ, ବୋଡେ଼ନ,କୋମନା ବ୍ଲକ ଅଂଚଳରୁ 46 ଜଣ ପୁରୁଷ , 29 ଜଣ ମହିଳା ଏବଂ 22 ଜଣ ଶିଶୁ ସମୁଦାୟ 97 ଜଣ ଦାଦନ ଶ୍ରମିକ ଙ୍କୁ ବେଆଇନ ଭାବରେ ଚାଲାଣ କରାଯାଉ ଥିଲା । କଣ୍ଟାବାଞ୍ଜି ସହରର ଶ୍ରମିକ ସର୍ଦ୍ଦାର ସଜ୍ଜିତ ଖାଁନ ଓରଫ ପପୁ ଶ୍ରମିକ ମାନଙ୍କ ନେଉଥିବା ବେଳେ , ଘଟଣା ସ୍ଥଳରୁ ପୋଲିସ କୁ ଚଖମା ଦେଇ ଫେରାର ଥିବା ଜଣାପଡିଛି । ଏହି ଶ୍ରମିକ ମାନଙ୍କ ହାଇଦ୍ରାବାଦ ରାଜ୍ୟ ପରିଡା ବାଦ ଇଟା ଭାଟିକୁ ନେଉଥିବା ଜଣାପଡିଛି ।Body:ସConclusion:ସସ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.