ETV Bharat / state

ଚୋରା ଶାଗୁଆନ କାଠ ବୋଝେଇ ଅଟୋ ଭ୍ୟାନ ଜବତ, 2 ଗିରଫ

author img

By

Published : Jul 22, 2019, 4:26 PM IST

ମୂଲ୍ୟବାନ ଶାଗୁଆନ କାଠ ବୋଝେଇ ଅଟୋ ଭ୍ୟାନ ସହ 2 ଜଣ କାଠ ମାଫିଆଙ୍କୁ ଗିରଫ କରିଛି ସିନାପାଲି ବନ ବିଭାଗ ।

ଫଟୋ ସୌଜନ୍ୟ :ପ୍ରତିନିଧି, ନୂଆପଡା

ନୂଆପଡା: ସିନାପାଲି ବନ ବିଭାଗକୁ ବଡ ସଫଳତା । ମୂଲ୍ୟବାନ ଶାଗୁଆନ କାଠ ବୋଝେଇ ଅଟୋ ଭ୍ୟାନ ସହ 2 ଜଣ କାଠ ମାଫିଆଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ଗୋଡାଲ ଗାଁର ନୀଳକଣ୍ଠ ନାଏକ ଓ ଚଟିଆଗୁଡା ଗାଁର ମୁକେଶ ସା ।

ଭିଡିଓ ସୌଜନ୍ୟ :ପ୍ରତିନିଧି, ନୂଆପଡା

ସୂଚନାନୁସାରେ ଆଜି ସକାଳ 5ଟାରେ ନୀଳକଣ୍ଠ ନାଏକ ଏବଂ ତାଙ୍କ ସହଯୋଗୀ ମୁକେଶ ସା ମିଶି ମୂଲ୍ୟବାନ ଶାଗୁଆନ କାଠ ଏକ ଅଟୋ ଭ୍ୟାନ ଯୋଗେ ଚାଲାଣ କରୁଥିଲେ । ଏନେଇ ସିନାପାଲି ବନବିଭାଗକୁ ବିଶ୍ବସ୍ତ ସୂତ୍ରରୁ ଖବର ମିଳିଥିଲା । ଖବର ପାଇବା ପରେ ବନବିଭାଗ ରେଞ୍ଜର ମୁରାରୀ ପଣ୍ଡାଙ୍କ ନେତୃତ୍ବରେ ସ୍ବତନ୍ତ୍ର ସ୍କ୍ବାର୍ଡ ଗଠନ କରାଯାଇଥିଲା । ଏହି ଟିମ୍ ମାଓ ପ୍ରବଣ ଅଞ୍ଚଳ ଫୁଲଚି ଘାଟିରେ ଅତର୍କିତ ଚଢାଉ କରିଥିଲେ ।

ଅଭିଯୁକ୍ତ କାଠ ମାଫିଆ ମାନେ ଛତିଶଗଡ଼ ସୀମାନ୍ତ ତାଲାକୋଟ ଅଞ୍ଚଳରୁ ବେଆଇନ କାଠ ଚାଲାଣ କରୁଥିବା ରେଞ୍ଜର ସୂଚନା ଦେଇଛନ୍ତି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

Intro:ନୂଆପଡା ଜ଼ୀଲ୍ଲା ସିଲାପାଲି ବନ ବିଭାଗ କୁ ସଫଳତା । ମୂଲ୍ୟବାନ ସାଗୁଆନ କାଠ ବୋଝେଇ ଅଟୋଭ୍ୟାଂନ ସହ 2 କାଠ ମାଫିଆ ଗିରଫ । ଶୁଚନାମତେ ଆଜି ପ୍ରାତଃ 5 ଘଣ୍ଟା ସମୟରେ ଗୋଡାଲ ଗାଁର ନୀଳକଣ୍ଠ ନାଏକ ଏବଂ ସହଯୋଗୀ ଅଟୋଭ୍ୟାନ ଡ୍ରାଇଭ ଚଟିଆଗୁଡା ଗାଁର ମୁକେଶ ସା ମିଶି ମୂଲ୍ୟବାନ ସାଗୁଆନ କାଠ ଚାଲାଣ କରୁଥିଲେ । କୌଣସି ସୂତ୍ରରୁ ଖବର ପାଇ ସିନାପାଲି ବନବିଭାଗ ରେଞ୍ଜର ମୁରାରୀ ପଣ୍ଡା ଙ୍କ ନେତୃତ୍ୱରେ ସ୍ୱତନ୍ତ୍ର ସ୍କୁଆଡ଼ ଦଳ ଗଠନ ହୋଇ ମାଓପ୍ରବଣ ଇଲାକା ଫୁଲଚି ଘାଟି ଠାରେ ଅତର୍କିତ ଚଢ଼ାଉ କରିଥିଲେ । ଅଭିଯୁକ୍ତ କାଠ ମାଫିଆ ମାନେ ଛତିଶଗଡ଼ ସୀମାନ୍ତ ତାଲାକୋଟ ଅଂଚଳରୁ ବେଆଇନ କାଠ ଚାଲାଣ କରୁଥିବା ରେଞ୍ଜର ସୂଚନା ଦେଇଛନ୍ତି ।
byte-1 ମୁରାରୀ ପଣ୍ଡା (ରେଞ୍ଜର ବନବିଭାଗ ସିନାପାଲି)Body:2 କାଠ ମାଫିଆConclusion:ଗିରଫ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.