ETV Bharat / state

ଧାର ଟଙ୍କାଙ୍କୁ ନେଇ ବଡ଼ ଭାଇ ଉପରେ ସାନ ଭାଇର ବୋମା ମାଡ଼

author img

By

Published : Nov 6, 2021, 10:24 AM IST

ତୁଚ୍ଛ ହେଲା ରକ୍ତ ସମ୍ପର୍କ । ଧାର ଟଙ୍କାଙ୍କୁ ନେଇ ସାନ ଭାଇର ବୋମା ମାଡରେ ବଡ଼ ଭାଇ ଗୁରୁତର । ଅଧିକ ପଢନ୍ତୁ...

ଧାର ଟଙ୍କାଙ୍କୁ ନେଇ ବଡ଼ ଭାଇ ଉପରେ ସାନ ଭାଇର ବୋମା ମାଡ଼
ଧାର ଟଙ୍କାଙ୍କୁ ନେଇ ବଡ଼ ଭାଇ ଉପରେ ସାନ ଭାଇର ବୋମା ମାଡ଼

ନୟାଗଡ଼: ତୁଚ୍ଛ ହେଲା ରକ୍ତ ସମ୍ପର୍କ । ଧାର ଟଙ୍କାକୁ ନେଇ ବୋମା ମାଡ । ସାନ ଭାଇର ବୋମା ମାଡରେ ବଡ଼ ଭାଇ ଗୁରୁତର । । ଏଭଳି ଅଭାବନୀୟ ଘଟଣା ଘଟିଛି ଜିଲ୍ଲାର ଓଡଗାଁ ଥାନା ଅଧୀନ ବାହାଡ଼ଝୋଲା ଛକରେ । ଫଳରେ ଗୁରୁତର ଅବସ୍ଥାରେ ବଡ ଭାଇ ପଦ୍ମନାଭ ନାୟକଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ବୋମା ମାଡ଼ କରିଥିବା ସାନ ଭାଇକୁ ଅଟକ ରଖି ପଚରାଉଚରା କରୁଛି ଓଡଗାଁ ଥାନା ପୋଲିସ ।

ମିଳିଥିବା ସୂଚନା ଅନୁଯାୟୀ, ଗେରାମରେ ୨ ଭାଇଙ୍କ ମଧ୍ୟରେ ଧାର ଟଙ୍କାକୁ କେନ୍ଦ୍ର କରି ପ୍ରଥମେ ବଚସା ହୋଇଥିଲା । ଏଥିରେ ସାନ ଭାଇ ଚକ୍ରଧର ନାୟକ ଉତକ୍ଷିପ୍ତ ବାହାଡା ଝୋଲା ଛକ ଉପରେ ହୋଇ ବଡ଼ ଭାଇ ଉପରେ ବୋମା ମାଡ଼ କରିଥିଲା । ଏ ଘଟଣାରେ ସାନ ଭାଇ ଚକ୍ରଧରକୁ ପୋଲିସ ଅଟକ ରଖି ତଦନ୍ତ ଚଳାଇଛି ।

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.