ETV Bharat / state

ଭାଇରାଲ ହେଉଛି ପରୀ ଗାଇଥିବା ଜାତୀୟ ସଙ୍ଗୀତ - ଭାଇରାଲ ହେଉଛି ପରୀ ଗାଇଥିବା ଜାତୀୟ ସଙ୍ଗୀତ

ପ୍ରଥମେ ଅପହରଣ ଓ ପରେ ହତ୍ୟାର ଶିକାର ହୋଇଥିବା ପରୀ ଭିତରେ ଥିଲା ସୁନ୍ଦର ପ୍ରତିଭା । ପରୀର ଏହି ପ୍ରତିଭା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଶୁଣନ୍ତୁ ପରୀର ଗୀତ...

ଭାଇରାଲ ହେଉଛି ପରୀ ଗାଇଥିବା ଜାତୀୟ ସଙ୍ଗୀତ
ଭାଇରାଲ ହେଉଛି ପରୀ ଗାଇଥିବା ଜାତୀୟ ସଙ୍ଗୀତ
author img

By

Published : Dec 2, 2020, 9:57 PM IST

ନୟାଗଡ଼: ପରୀ ଗାଉଥିଲା ସୁନ୍ଦର ଗୀତ । ଆଜି ସେ ଦୁନିଆରେ ନାହିଁ ସତ, କିନ୍ତୁ ସେ ଗାଇଥିବା ଜାତୀୟ ସଙ୍ଗୀତଟି ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ନୟାଗଡ଼ର ପରୀ ଅପହରରଣ ଓ ହତ୍ୟା ଘଟଣାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ଏକ ସ୍ୱରରେ ସମସ୍ତେ ପରୀ ପାଇଁ ନ୍ୟାୟ ଦାବି କରି ବିକ୍ଷୋଭ ଆନ୍ଦୋଳନ କରୁଛନ୍ତି । ଏମିତି କି ଦେଶ ବାହାରୁ ମଧ୍ୟ ପରୀ ପାଇଁ ସ୍ୱର ତେଜିବାରେ ଲାଗିଛି । ଇତିମଧ୍ୟରେ ଭାଇରାଲ ହୋଇଛି ପରୀ ଗାଉଥିବା ସୁନ୍ଦର ଗୀତର ଭିଡିଓ ।

ଭାଇରାଲ ହେଉଛି ପରୀ ଗାଇଥିବା ଜାତୀୟ ସଙ୍ଗୀତ

ପ୍ରଥମେ ଅପହରଣ ଓ ପରେ ହତ୍ୟାର ଶିକାର ହୋଇଥିବା ପରୀ ଭିତରେ ଥିଲା ସୁନ୍ଦର ପ୍ରତିଭା । ସେ ନିଜ ମୋବାଇଲରେ ଜାତୀୟ ସଙ୍ଗୀତ ରେକର୍ଡିଂ କରିଯାଇଛି । ଗତ ଜାନୁଆରୀ 26 ପାଇଁ ସେ ନିଜକୁ ପ୍ରସ୍ତୁତ କରିବା ସମୟରେ ଏହି ଭିଡ଼ିଓ କରିଥିଲା l ପରୀ ଜଣେ ମେଧାବୀ ଥିଲେ l ଗଣିତ ଏବଂ ସାହିତ୍ୟ କୁ ଭଲ ଭାବେ ପଢୁଥିଲା l ମୋବାଇଲ ଚଲାଇ ଜାଣିନଥିଲେ ବି ଏହି ଭିଡ଼ିଓଟି କରିଥିଲା ପରୀ ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.