ETV Bharat / state

ଚଢାଉବେଳେ ଗ୍ରାମବାସୀଙ୍କ ବିରୋଧ, ଜବତ କାଠ ଛାଡି ଫେରିବାକୁ ହେଲା ବାଧ୍ୟ ବନ ବିଭାଗ

author img

By

Published : Jun 5, 2021, 9:45 PM IST

ନୟାଗଡ଼ରେ କାଠ ଜବତବେଳେ ବନବିଭାଗ କର୍ମଚାରୀଙ୍କୁ ବିରୋଧ କଲେ ଗ୍ରାମବାସୀ । ଜବତ କାଠ ଛା଼ଡି ପଳାଇଲେ ବନ କର୍ମଚାରୀ । ଅଧିକ ପଢନ୍ତୁ...

ଚଢାଉ ବେଳେ ଗ୍ରାମବାସୀଙ୍କ ବିରୋଧ, ଜବତ କାଠ ଛାଡି ଫେରିବାକୁ ହେଲା ବାଧ୍ୟ ବନ ବିଭାଗ

ନୟାଗଡ଼ : ଗାଁରେ କାଠ ଜବତ ବେଳେ ହଟହଟା ହେଲେ ବନ କର୍ମଚାରୀ । ନୟାଗଡ଼ ବନଖଣ୍ଡ ବାହାଡାଝୋଲା ବନାଞ୍ଚଳ ଖଙ୍ଗାରପଲ୍ଲୀ ଗାଁରେ ଗ୍ରାମର ବଇନାଥ ନାୟକଙ୍କ ଘରେ ରହିଥିବା କିଛି ପୁରୁଣା କାଠ ଜବତବେଳେ ବନବିଭାଗ ଓ ଗ୍ରାମବାସୀଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଖଣ୍ଡଯୁଦ୍ଧ ଦେଖିବାକୁ ମିଳିଛି ।

କାଠ ଜବତବେଳେ ପୋଲିସ ଓ ସ୍ଥାନୀୟ ବନବିଭାଗ କର୍ମଚାରୀଙ୍କୁ ଗ୍ରାମବାସୀ ଗାଁ ରାସ୍ତା ଅବରୋଧ କରି ବିରୋଧ କରିଥିବା ଦେଖିବାକୁ ମିଳିଥିଲା । ଫଳରେ ସ୍ଥାନୀୟ ପୋଲିସ ଓ ବନବିଭାଗ କର୍ମଚାରୀ ଅସହାୟ ହୋଇ ଜବତ କାଠକୁ ଫେରାଇଦେବା ସହ ଖାଲି ହାତରେ ଗାଁରୁ ଫେରିଥିବା ଦେଖିବାକୁ ମିଳିଛି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.