ETV Bharat / state

ଚାନ୍ଦପୁର ବେଣ୍ଟ ଛକରେ ଅଘଟଣ, ଚଳନ୍ତା ଟ୍ରକରେ ଲାଗିଲା ନିଆଁ

author img

By

Published : Nov 14, 2020, 9:06 PM IST

ଚଳନ୍ତା ଟ୍ରକରେ ଲାଗିଲା ନିଆଁ । ଅଳ୍ପକେ ବର୍ତିଲେ ଡ୍ରାଇଭର l ଚାନ୍ଦପୁର 16ନମ୍ବର ଜାତୀୟ ରାଜପଥ ବେଣ୍ଟ ଛକ ନିକଟରେ ଘଟିଛି ଅଘଟଣ । ଅଧିକ ପଢନ୍ତୁ...

ଚାନ୍ଦପୁର ବେଣ୍ଟ ଛକରେ ଅଘଟଣ, ଚଳନ୍ତା ଟ୍ରକରେ ଲାଗିଲା ନିଆଁ
ଚାନ୍ଦପୁର ବେଣ୍ଟ ଛକରେ ଅଘଟଣ, ଚଳନ୍ତା ଟ୍ରକରେ ଲାଗିଲା ନିଆଁ

ନୟାଗଡ଼: ଚଳନ୍ତା ଟ୍ରକରେ ଲାଗିଲା ନିଆଁ । ଅଳ୍ପକେ ବର୍ତିଲେ ଡ୍ରାଇଭର l ପୂର୍ବାହ୍ନରେ ଚାନ୍ଦପୁର 16 ନମ୍ବର ଜାତୀୟ ରାଜପଥ ଅନ୍ତର୍ଗତ ବେଣ୍ଟ ଛକରେ ଉକ୍ତ ଘଟଣାଟି ଘଟିଛି। ମିଳିଥିବା ସୂଚନା ଅନୁଯାୟୀ ହାଇଦ୍ରାବାଦ ଟାଟା ଷ୍ଟିଲ ଜିନିଷ ନେଇ ଯାଉଥିବା OD05AS6575 ନମ୍ବର ବିଶିଷ୍ଟ ଟ୍ରକରେ ନିଆଁ ଲାଗିଛି ।

ଆଜି ଚାନ୍ଦପୁର 16ନମ୍ବର ଜାତୀୟ ରାଜପଥ ବେଣ୍ଟ ଛକ ନିକଟରେ ରଖି ଟ୍ରକ ଡ୍ରାଇଭର ସରୋଜ କୁମାର ଖୁଣ୍ଟିଆ ଜଳପାନ କରିବାକୁ ଯାଇଥିଲେ l ହଠାତ ଟ୍ରକର ପଛ ପାର୍ଶ୍ୱରେ ନିଆଁ ଲାଗିଯାଇଥିଲା। ଫଳରେ ଟ୍ରକରେ ଷ୍ଟିଲ ଜିନିଷ ଗୁଡ଼ିକ ପୋଡ଼ିଯାଇଛି।

ଖବର ପାଇ ଘଟଣାସ୍ଥଳରେ ଟାଙ୍ଗୀ ଅଗ୍ନିଶମ ବିଭାଗ ଅଧିକାରୀ ଅବିନାଶ ପୃଷ୍ଟି ସଦଳବଳେ ପହଁଚି ନିଆଁକୁ ଆୟତ୍ତ କରିଥିବା ସ୍ଥଳେ ଚାନ୍ଦପୁର ପୋଲିସ ଟ୍ରାଫିକ କ୍ଳିଅର କରିଥିଲା। ହେଲେ ଷ୍ଟିଲ ପଦାର୍ଥ ଥିବାରୁ ଖରା ସଂସ୍ପର୍ଶରେ ଆସି ଅଗ୍ନି ଉତ୍ପନ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.