ETV Bharat / state

2 ଦିନ ଧରି ପଡ଼ିରହିଛି ନବଜାତ ଶିଶୁର ମୃତଦେହ

author img

By

Published : Nov 22, 2020, 6:54 PM IST

ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ଗୋଡିପଡା ଫାଣ୍ଡି ଅଧୀନ ମଝିଆଖଣ୍ଡ ନିକଟ ଏକ ନାଳ ପାଖରେ ନବଜାତ ଶିଶୁ ପୁତ୍ରର ମୃତଦେହ ପଡିରହିଛି l ଅଧିକ ପଢନ୍ତୁ...

2 ଦିନ ଧରି ପଡ଼ିରହିଛି ନବଜାତ ଶିଶୁର ମୃତଦେହ
2 ଦିନ ଧରି ପଡ଼ିରହିଛି ନବଜାତ ଶିଶୁର ମୃତଦେହ

ନୟାଗଡ଼: 2 ଦିନ ଧରି ପଡି ରହିଛି ନବଜାତ ଶିଶୁର ମୃତଦେହ l ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ଗୋଡିପଡା ଫାଣ୍ଡି ଅଧୀନ ମଝିଆଖଣ୍ଡ ନିକଟ ଏକ ନାଳ ପାଖରେ ନବଜାତ ଶିଶୁ ପୁତ୍ରର ମୃତଦେହ ପଡିରହିଛି l ଶିଶୁଟିର ଶରୀର ସମ୍ପୁର୍ଣ୍ଣ ବିକଶିତ ହୋଇଥିବା ଦେଖିବାକୁ ମିଳିଛି l ତେବେ କିଏ ଏବଂ କାହିଁକି ସେଠାରେ ଶିଶୁଟିକୁ ପକେଇଛି ତାହା ସ୍ପଷ୍ଟ ହୋଇନାହିଁ l

2 ଦିନ ଧରି ପଡ଼ିରହିଛି ନବଜାତ ଶିଶୁର ମୃତଦେହ

ମୃତ୍ୟୁ ଶରୀର ଦୀର୍ଘ 24 ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଧରି ପଡିରହିଥିବା ବେଳେ ସ୍ଥାନୀୟ ଲୋକ ଗୋଡିପଡା ଫାଣ୍ଡିକୁ ଜଣାଇଥିଲେ ବି ପୋଲିସ କିମ୍ବା କୌଣସି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.