ETV Bharat / state

Pre Poll-Violence: ଭୋଟ ପଡିବା ପୂର୍ବରୁ ବୋମା ମାଡରେ ଗଡିଲା ଯୁବକଙ୍କ ମୁଣ୍ଡ

author img

By

Published : Feb 23, 2022, 10:35 PM IST

Updated : Feb 23, 2022, 10:51 PM IST

ନୟାଗଡ଼ ଜିଲ୍ଲା ଖଣ୍ଡପଡା ଥାନା ଅନ୍ତର୍ଗତ ବଡ଼ବୋଦସା ଗାଁ ଦାଣ୍ଡରେ ବୋମାମାଡ଼ । 33 ବର୍ଷୀୟ ଯୁବକଙ୍କ ମୃତ୍ୟୁ । ଅଧିକ ପଢନ୍ତୁ

ନୟାଗଡ଼ରେ ପ୍ରାକ ନିର୍ବାଚନୀ ହିଂସା: ବୋମା ମାଡ଼ରେ ଉଡ଼ିଗଲା ଯୁବକଙ୍କ ମୁଣ୍ଡ

ନୟାଗଡ଼: ନୟାଗଡ଼ ଜିଲ୍ଲା ଖଣ୍ଡପଡା ଥାନା ଅନ୍ତର୍ଗତ ବଡ଼ବୋଦସା ଗାଁ ଦାଣ୍ଡରେ ହୋଇଛି ବୋମାମାଡ । ଏହି ଗାଁର ଶ୍ୟାମ ତାରେଣିଆଙ୍କ 33 ବର୍ଷୀୟ ପୁଅ ପ୍ରଶାନ୍ତ ତାରେଣିଆ ଗାଁ ଦାଣ୍ଡରେ ବାଇକ ଚଳାଇ ଯାଉଥିବା ବେଳେ ବୋମାମାଡ କରିଛି ସେହି ଗାଁର ଜଣେ ଦୁର୍ବୃତ୍ତ ।

ତେବେ ବୋମା ମାଡ଼ରେ ମୃତ ପ୍ରଶାନ୍ତଙ୍କ ମୁଣ୍ଡ ଉଡିଯାଇଥିବା ବେଳେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି । ଆସନ୍ତାକାଲି ଖଣ୍ଡପଡା ନିର୍ବାଚନ ଥିବା ବେଳେ ଆଜି (ବୁଧବାର) ବୋମାମାଡ ଘଟଣାକୁ ନେଇ ଗାଁରେ ଉତ୍ତେଜନା ଲାଗିରହିଛି । ଖବର ପାଇ ଖଣ୍ଡପଡା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚିଛି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

Last Updated : Feb 23, 2022, 10:51 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.