ETV Bharat / state

ସାହାରା ଜମାକାରୀଙ୍କୁ ମିଳୁନି ଟଙ୍କା, କାର୍ଯ୍ୟାଳୟ ଭିତରେ ପ୍ରତିବାଦ

ନୟାଗଡ଼ ଜିଲ୍ଲାରେ ଥିବା ସାହାରା କାର୍ଯ୍ୟାଳୟ ଆଗରେ ଜମାକାରୀଙ୍କ ପ୍ରତିବାଦ l ଅବଧି ସରିଥିଲେ ମଧ୍ୟ ଟଙ୍କା ଦେଉନାହିଁ ସାହାରା ଇଣ୍ଡିଆ l ଅଧିକ ପଢନ୍ତୁ

ସାହାରା ଜମାକାରୀଙ୍କୁ ମିଳୁନି ଟଙ୍କା: କାର୍ଯ୍ୟାଳୟ ଭିତରେ ପ୍ରତିବାଦ

author img

By

Published : Apr 22, 2022, 2:05 PM IST

ନୟାଗଡ଼: ଜିଲ୍ଲାରେ ଥିବା ସାହାରା କାର୍ଯ୍ୟାଳୟ ଆଗରେ ଜମାକାରୀଙ୍କ ପ୍ରତିବାଦ l ଅବଧି ସରିଥିଲେ ମଧ୍ୟ ଟଙ୍କା ଦେଉନାହିଁ ସାହାରା ଇଣ୍ଡିଆ l ଯାହାକୁ ନେଇ ଅସନ୍ତୋଷ ଦେଖାଦେଇଛି l

ସାହାରା ଜମାକାରୀଙ୍କୁ ମିଳୁନି ଟଙ୍କା: କାର୍ଯ୍ୟାଳୟ ଭିତରେ ପ୍ରତିବାଦ

ସାହାରା ଇଣ୍ଡିଆକୁ ବିଶ୍ବାସ କରି ଗ୍ରାହକ ମାନେ ଲକ୍ଷ ଲକ୍ଷ ଟଙ୍କା ଜମା କରିଥିଲେ l ସମୟ ସୀମା ଅବଧି ହୋଇଯାଇଥିବା ବେଳେ ସାହାରା ଇଣ୍ଡିଆ ଲୋକ ମାନଙ୍କୁ ପଇସା ଫେରାଉ ନଥିବା ଅଭିଯୋଗ ହୋଇଛି । ଫଳରେ ଶତାଧିକ ଲୋକ ନୟାଗଡ଼ ଜିଲ୍ଲା ଓଡଗାଁ ସାହାରା ଇଣ୍ଡିଆ ଅଫିସ ଘେରାଉ କରିବା ସହ ପ୍ରତିବାଦରେ ଓଡଗାଁ ସାହାରା ଇଣ୍ଡିଆ କର୍ମଚାରୀଙ୍କୁ ଜବାବ ମାଗିଥିଲେ ।

ସେପଟେ,ଏବିଷୟରେ ସାହାରା ଇଣ୍ଡିଆ କାର୍ଯ୍ୟାଳୟ ବ୍ରାଞ୍ଚ ମ୍ୟାନେଜର ଜମାକାରୀଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ଜମାକାରୀ ବୁଝି ନଥିଲେ । ଯଦି ଟଙ୍କା ଫେରସ୍ତ ଦିଆ ନଯାଏ । ତେବେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବା ସହ ସାହାରା କାର୍ଯ୍ୟାଳୟରେ ତାଲା ପକାଯିବ ବୋଲି ଚେତାବନୀ ଦେଇଛନ୍ତି ଜମାକାରୀ ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.