ETV Bharat / state

କୋଭିଡ଼ ନିୟମକୁ ଫୁ, ସଟଡାଉନ ପୂର୍ବରୁ ଦୋକାନ ବଜାରରେ ଖଚାଖଚ୍‌ ଭିଡ଼ - nayagarh

ନୟାଗଡ଼ରେ ଆକ୍ରାନ୍ତଙ୍କ ସଂଖ୍ୟା 2 ହଜାର ପାର । ହେଲେ ତଥାପି ଚେତୁ ନାହାଁନ୍ତି ଲୋକେ । ଆଜିଠୁ ଜିଲ୍ଲାରେ 2 ଦିନିଆ ସଟଡ଼ାଉନ ଥିବା ବେଳେ ଦୋକାନ ବଜାରରେ ଦେଖିବାକୁ ମିଳିଛି ଲୋକଙ୍କ ଗହଳି । ଅଧିକ ପଢନ୍ତୁ...

କୋଭିଡ଼ ନିୟମକୁ ଫୁଁ, ସଟଡାଉନ ପୂର୍ବରୁ ଦୋକାନ ବଜାରରେ ଲୋକଙ୍କ ଭିଡ଼

author img

By

Published : May 15, 2021, 11:06 AM IST

ନୟାଗଡ଼: ଆଜିଠାରୁ(ଶନିବାର) ନୟାଗଡ଼ରେ 2 ଦିନିଆ ସଟଡ଼ାଉନ l କିନ୍ତୁ ତା’ ପୂର୍ବରୁ ଜିଲ୍ଲାର ବହୁ ଦୋକାନ ବଜାରରେ ଲୋକେ କୋଭିଡ଼ ନିୟମ ଭୁଲି ଯାଇ ଗହଳି ଲଗାଇଥିବା ଦେଖିବାକୁ ମିଳିଥିଲା l ନୟାଗଡ଼ ଟାଉନକୁ ଛାଡ଼ିଦେଲେ ଜିଲ୍ଲାର ଅନେକ ବଜାରରେ କୋଭିଡ଼ ନିୟମକୁ କଡାକଡି କରାଯାଇ ପାରୁନଥିବାରୁ ଲୋକେ କୋଭିଡ଼ ନିୟମ ପାଳନ କରିନାହାନ୍ତି ବୋଲି କୁହାଯାଉଛି l

କୋଭିଡ଼ ନିୟମକୁ ଫୁଁ, ସଟଡାଉନ ପୂର୍ବରୁ ଦୋକାନ ବଜାରରେ ଲୋକଙ୍କ ଭିଡ଼

ସେପଟେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା 2 ହଜାର ପାର ହୋଇଥିଲେ ମଧ୍ୟ ତଥାପି ଚେତୁ ନାହାଁନ୍ତି ଲୋକେ । ଏନେଇ ସଂକ୍ରମଣ ଆହୁରି ଅଧିକ ମାତ୍ରାରେ ବଢିପାରେ ବୋଲି ଆଶା କରାଯାଉଛି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.