ETV Bharat / state

ଭୁବନେଶ୍ୱରରୁ ମହିପୁରକୁ ଗଡ଼ିଲା ପାସେଞ୍ଜର ଟ୍ରେନ୍‌ - ଭୁବନେଶ୍ୱରରୁ ମହିପୁରକୁ ପାସେଞ୍ଜର ଟ୍ରେନ୍‌

ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର, ଏଥର ସହଜ ହେବ ଭୁବନେଶ୍ୱରରୁ ମହିପୁରକୁ ଯାତାୟତ । ଭୁବନେଶ୍ୱରରୁ ମହିପୁରକୁ ଗଡ଼ିଲା ପାସେଞ୍ଜର ଟ୍ରେନ । ଅଧିକ ପଢ଼ନ୍ତୁ

ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର, ଭୁବନେଶ୍ୱରରୁ ମହିପୁରକୁ ଗଡ଼ିଲା ଟ୍ରେନ

author img

By

Published : Apr 25, 2022, 7:04 PM IST

ନୟାଗଡ଼: ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର । ଭୁବନେଶ୍ୱରରୁ ମହିପୁରକୁ ଗଡ଼ିଲା ଟ୍ରେନ । ଏହି ପାସେଞ୍ଜର ଟ୍ରେନ୍‌ଟି ଭୁବନେଶ୍ୱରରୁ ସକାଳ ୯.୨୫ରେ ଛାଡିବ ଓ ୧୧.୨୨ରେ ନୟାଗଡ଼ ଓ ୧୧.୪୫ରେ ମହିପୁରରେ ପହଞ୍ଚିବ। ସେହିପରି ମହିପୁରରୁ ଅପରାହ୍ନ ୩.୩୫ରେ ଛାଡିବ ଓ ନୟାଗଡ଼ରେ ଅପରାହ୍ନ ୩.୫୨ ଓ ଭୁବନେଶ୍ୱରରେ ସନ୍ଧ୍ୟା ୬.୧୫ରେ ପହଞ୍ଚିବ ବୋଲି ଜଣାପଡିଛି ।

ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର, ଭୁବନେଶ୍ୱରରୁ ମହିପୁରକୁ ଗଡ଼ିଲା ଟ୍ରେନ

ଏହି ଟ୍ରେନ ପାଇଁ ଦୀର୍ଘଦିନ ହେଲା ସ୍ଥାନୀୟ ଲୋକେ ଦାବି କରିଆସୁଥିଲେ l ନୟାଗଡ଼ରୁ ପୁରୀକୁ ରେଳ ଚାଲିବା ପାଇଁ ବାରମ୍ବାର ଦାବି ସତ୍ତ୍ୱେ ଟ୍ରେନ ଚାଲୁ ନଥିବାରୁ ଲୋକମାନେ ଅସନ୍ତୋଷ ଜାହିର କରିଛନ୍ତି l ସେପଟେ ପାସେଞ୍ଜର ଟ୍ରେନଟି ମହିପୁରକୁ ଗଡ଼ିବା ନେଇ ଅଞ୍ଚଳବାସୀ ଖୁସି ପ୍ରକଟ କରିଛନ୍ତି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.