ETV Bharat / state

ଦଶପଲ୍ଲା ବିଧାୟକଙ୍କୁ ବିରୋଧ, ଉଦଘାଟନ ପୂର୍ବରୁ ଫଳକ ଭାଙ୍ଗିଦେଲେ କର୍ମୀ - ଦଶପଲ୍ଲା ବିଧାୟକଙ୍କୁ ବିରୋଧ

ଦଶପଲ୍ଲାର ବିଜେଡି ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କୁ ନିଜ ଦଳର କର୍ମୀଙ୍କ ବିରୋଧ । ଉଦ୍‌ଘାଟନ ପୂର୍ବରୁ ଫଳକ ଭାଙ୍ଗିବା ପରେ ପଦାରେ ପଡିଲା ବିଜେଡ଼ିର ଗୋଷ୍ଠୀ କନ୍ଦଳ । ଅଧିକ ପଢ଼ନ୍ତୁ

ଦଶପଲ୍ଲା ବିଧାୟକଙ୍କୁ ବିରୋଧ, ଉଦଘାଟନ ପୂର୍ବରୁ ଫଳକ ଭାଙ୍ଗିଲେ କର୍ମୀ

author img

By

Published : Apr 25, 2022, 5:52 PM IST

ନୟାଗଡ଼: ନୟାଗଡ଼ ଜିଲ୍ଲା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କୁ ବିରୋଧ l ଉଦଘାଟନ ପୂର୍ବରୁ ଫଳକ ଭାଙ୍ଗିଲେ ଦଳୀୟ କର୍ମୀ । ସୂଚନାନୁସାରେ ଦଶପଲ୍ଲାରେ ଦିନକୁ ଦିନ ତୀବ୍ର ହେଉଛି ବିଜେଡିର ଗୋଷ୍ଠୀ କନ୍ଦଳ । ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କୁ ବିରୋଧ କରି ବିଭିନ୍ନ ସ୍ଥାନରେ ବିଧାୟକ ଗସ୍ତ କରୁଥିବା ସ୍ଥାନରେ ଲଗାତାର ଭାବେ ଫଳକ ଭଙ୍ଗା ଯାଉଥିବା ଦେଖିବାକୁ ମିଳୁଛି ।

ଦଶପଲ୍ଲା ବିଧାୟକଙ୍କୁ ବିରୋଧ, ଉଦଘାଟନ ପୂର୍ବରୁ ଫଳକ ଭାଙ୍ଗିଲେ କର୍ମୀ

ଏହି କ୍ରମରେ ଆଜି(ସୋମବାର) ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ପାରାଢ଼ୀପି ପଞ୍ଚାୟତରେ ଏକ ଆରଡ଼ି ରାସ୍ତାର ଶୁଭ ଦେବାକୁ ବିଧାୟକଙ୍କ ଯିବାର ଥିଲା । ହେଲେ ଯିବା ପୂର୍ବରୁ ଦଳୀୟ କର୍ମୀ ବିଧାୟକଙ୍କୁ ବିରୋଧ କରି ଫଳକ ଭାଙ୍ଗିଦେଇଥିବା ଦେଖିବାକୁ ମିଳିଛି । ବିଜେଡି କର୍ମୀ ମାନେ ବିଧାୟକଙ୍କୁ ଜାଣିଶୁଣି ବାରମ୍ବାର ଏପରି ବିରୋଧ କରୁଛନ୍ତି l ପରେ ନୂତନ ଫଳକ ଲଗାଯାଇ ଉଦ୍‌ଘାଟନ କରାଯାଇଛି l ବିଜେଡ଼ି କର୍ମୀ ମାନଙ୍କ ଏପରି ବିରୋଧ ଦଳରେ ଥିବା ଗୋଷ୍ଠୀ କନ୍ଦଳକୁ ପଦାରେ ପକାଇଛି l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.