ETV Bharat / state

ପରୀ ହତ୍ୟା ଘଟଣା: ସରୋଜ ସେଠୀ ସମେତ ମା’ ଓ ଭଉଣୀକୁ ଉଠାଇ ନେଲା ଏସଆଇଟି

author img

By

Published : Dec 19, 2020, 9:49 AM IST

Updated : Dec 19, 2020, 10:05 AM IST

ପରୀ ହତ୍ୟା ଘଟଣା
ପରୀ ହତ୍ୟା ଘଟଣା

09:44 December 19

ପରୀ ହତ୍ୟା ଘଟଣା: ୩ ଜଣଙ୍କୁ ଉଠାଇ ନେଲା ଏସଆଇଟି

ନୟାଗଡ: ବହୁ ଚର୍ଚ୍ଚିତ ପରୀ ହତ୍ୟା ମାମଲାରେ 3 ଜଣଙ୍କୁ ଉଠାଇ ନେଲା ଏସଆଇଟି l ସଦର ଥାନା ଯଦୁପୁର ଗାଁର ସରୋଜ ସେଠୀଙ୍କ ସମେତ ତାଙ୍କ ମା ଓ ଭଉଣୀଙ୍କୁ ଏସଆଇଟି ଉଠାଇ ନେଇଥିବା ସୂଚନା ମିଳିଛି l  

ସୂଚନାଥାଉକି, ପରୀ ହତ୍ୟାକାଣ୍ଡରେ ପୂର୍ବରୁ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା, ସରୋଜଙ୍କୁ ଦୋଷ ମୁଣ୍ଡାଇବାକୁ 5 ଲକ୍ଷ ଟଙ୍କା ଯାଚିଥିବାର ଅଭିଯୋଗ ହୋଇଥିଲା । ମାମଲାକୁ ପୂରା ନିଜ ମୁଣ୍ଡରେ ନେବା ପାଇଁ କହିବା ସହ ଟଙ୍କା ଯାଚିଥିବା ସରୋଜ ଗଣମାଧ୍ୟମକୁ କହିଥିଲେ ।  

ତେବେ ହଠାତ୍‌ ସରୋଜ ଏବଂ ତାଙ୍କ ମା’ ଓ ଭଉଣୀଙ୍କୁ ଏସଆଇଟି କାହିଁକି ଉଠାଇ ନେଇଛି ତାହା ଜଣାପଡିନାହିଁ ।  

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

Last Updated : Dec 19, 2020, 10:05 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.