ETV Bharat / state

ପରୀକୁ ନ୍ୟାୟ ଦାବି: 17 ଦିନରେ ପହଞ୍ଚିଲା ବିଜେପିର ଗଣଧାରଣା - ରୀକୁ ନ୍ୟାୟ ଦାବୀରେ 17 ଦିନରେ ପହଞ୍ଚିଛି ଗଣଧାରଣା

ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପରୀକୁ ନ୍ୟାୟ ଦାବିରେ ଗତ 17 ଦିନ ହେଲା ବିଜେପି କର୍ମୀମାନେ ଗଣଧାରଣା ବସିଛନ୍ତି l ଆଜି ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ ସାମିଲ ହୋଇ ସମାନ ଦାବି ଦୋହରାଇଛନ୍ତି । ଅଧିକ ପଢନ୍ତୁ...

pari murder case 17 day protest of bjp in nayagarh
ପରୀକୁ ନ୍ୟାୟ ଦାବୀ: 17 ଦିନରେ ପହଞ୍ଚିଲା ବିଜେପିର ଗଣଧାରଣା
author img

By

Published : Dec 22, 2020, 7:52 AM IST

ନୟାଗଡ଼ : ପରୀକୁ ନ୍ୟାୟ ଦାବୀରେ 17 ଦିନରେ ପହଞ୍ଚିଛି ଗଣଧାରଣା l ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣାରେ ବିଜେପି କର୍ମୀମାନେ ବସିଛନ୍ତି l

ପରୀକୁ ନ୍ୟାୟ ଦାବୀ: 17 ଦିନରେ ପହଞ୍ଚିଲା ବିଜେପିର ଗଣଧାରଣା

ଗତ 17 ଦିନ ଧରି ଚାଲିଥିବା ଏହି ଧାରଣା ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଚାଲିବ l ଏହି ଗଣଧାରଣାରେ ବିଜେପିର ରାଜ୍ୟସ୍ତରୀୟ ବହୁ ନେତା ସାମିଲ ହୋଇଛନ୍ତି l

ଆଜି ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ ସାମିଲ ହୋଇ ସମାନ ଦାବୀ ମଧ୍ୟ ସେ ଦୋହରାଇଥିଲେ l ଆଜି ଗିରଫ ହୋଇଥିବା ଅଭିଯୁକ୍ତ ନିରୀହ ଲୋକ l ତାକୁ ଜାଣିଶୁଣି ଫସାଯାଇଥିବା କହିଛନ୍ତି l ପରୀ ହତ୍ୟାକାଣ୍ଡ ଘଟଣାର ସିବିଆଇ ତଦନ୍ତ ଏବଂ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବୀ କରିଛନ୍ତି l ତଦନ୍ତ ସମୟରେ ଅରୁଣ ସାହୁ ମନ୍ତ୍ରୀ ରହିଲେ, ତଦନ୍ତକୁ ପ୍ରଭାବିତ କରିବେ l ତେଣୁ ସେ ଇସ୍ତଫା ଦେବା ଦରକାର l ଦାବୀ ପୂରଣ ନହେଲା ପର୍ଯ୍ୟନ୍ତ ଏହି ଗଣଧାରଣା ଜାରୀ ରହିବ ବୋଲି ବିଜେପି କହିଛି l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.