ETV Bharat / state

ନୟାଗଡ କୋଭିଡ଼-୧୯ ହେଲଥ ସେଣ୍ଟର ପରିଦର୍ଶନ କଲେ ୫ଟି ସଚିବ

ଚାନ୍ଦପୁର ବସନ୍ତ ମଞ୍ଜରୀ କୋଭିଡ଼-୧୯ ହେଲଥ ସେଣ୍ଟର ପରିଦର୍ଶନ କଲେ 5ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ ଓ ଉନ୍ନୟନ କମିସନର । ହେଲଥ୍ ସେଣ୍ଟର ପରିଦର୍ଶନ କରିବା ସହ ପ୍ରତିଟି ୱାର୍ଡ ବୁଲି କିଭଳି କୋରନା ଆକ୍ରାନ୍ତଙ୍କ ଲାଗି ବ୍ୟବସ୍ଥା ହୋଇଛି ବୁଲି ଦେଖିଛନ୍ତି ।ଅଧିକ ପଢନ୍ତୁ...

pandian-visit-chandpur-basant-manjari-covid-19-health-center
ଚାନ୍ଦପୁର ବସନ୍ତ ମଞ୍ଜରୀ କୋଭିଡ଼-୧୯ ହେଲଥ ସେଣ୍ଟରରେ ୫ଟି ସଚିବ ପାଣ୍ଡିଆନ
author img

By

Published : May 6, 2020, 4:04 PM IST

ନୟାଗଡ: 5ଟି ସଚିବ ଓ ଉନ୍ନୟନ କମିସନର ନୟାଗଡ ଜିଲ୍ଲା ସ୍ଥିତ ଚାନ୍ଦପୁର ବସନ୍ତ ମଞ୍ଜରୀ କୋଭିଡ଼-୧୯ ହେଲଥ ସେଣ୍ଟର ପରିଦର୍ଶନ କଲେ । ଏହି କୋରୋନା ହସପିଟାଲର କାର୍ଯ୍ୟକାରିତା ଓ ପ୍ରତି ୱାର୍ଡର ସ୍ଥିତି ପରଖିଥିଲେ ସଚିବ।

ଚାନ୍ଦପୁର ବସନ୍ତ ମଞ୍ଜରୀ କୋଭିଡ଼-୧୯ ହେଲଥ ସେଣ୍ଟରରେ ୫ଟି ସଚିବ ପାଣ୍ଡିଆନ

ନୟାଗଡ଼ ଜିଲ୍ଲା ଚାନ୍ଦପୁର ବସନ୍ତ ମଞ୍ଜରୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ସରକାର ୨୦୦ ଶଯ୍ୟା ବିଶିଷ୍ଟ ସ୍ବତନ୍ତ୍ର କୋଭିଡ଼-୧୯ ହେଲଥ୍ ସେଣ୍ଟର ଘୋଷଣା କରିଥିବା ବେଳେ ଏହାକୁ ପରିଦର୍ଶନ କରିଛନ୍ତି ୫ଟି ସଚିବ ଭି.କାର୍ତ୍ତିକେୟନ ଫାଣ୍ଡିଆନ ଓ ଉନ୍ନୟନ କମିଶନର । ଆଜି ସକାଳ ୯:୩୦ମିନିଟ ସମୟରେ ୫ଟି ସଚିବ ଏହି କୋଭିଡ଼-୧୯ ହେଲଥ୍ ସେଣ୍ଟର ପରିଦର୍ଶନ କରିବା ସହ ପ୍ରତିଟି ୱାର୍ଡ ବୁଲି କିଭଳି କୋରନା ଆକ୍ରାନ୍ତଙ୍କ ଲାଗି ବ୍ୟବସ୍ଥା ହୋଇଛି ବୁଲି ଦେଖିଛନ୍ତି । ଏଥିସହ ନୟାଗଡ଼ ଜିଲ୍ଲାପାଳ,ଆରକ୍ଷୀ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା,ଇଟିଭି ଭାରତତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.