ETV Bharat / state

ପର୍ଯ୍ୟଟନସ୍ଥଳୀକୁ ନାହିଁ ପକ୍କା ରାସ୍ତା, ହଇରାଣ ହେଉଛନ୍ତି ପର୍ଯ୍ୟଟକ - ପର୍ଯ୍ୟଟନସ୍ଥଳୀକୁ ନାହିଁ ପକ୍କା ରାସ୍ତା

ନୟାଗଡର ରାଜସୁନାଖଳା ନିକଟତର କୋଟଗଡ଼ ଅନନ୍ତ ଗୁମ୍ଫା l ଏହି ପୀଠକୁ ପ୍ରତ୍ୟେକ ଦିନ ବହୁ ସଂଖ୍ୟାରେ ପର୍ଯ୍ୟଟକ ଆସିଥାନ୍ତି l ହେଲେ ରାସ୍ତା ଖରାପ ପାଇଁ ମୁହଁ ମୋଡୁଛନ୍ତି ପର୍ଯ୍ୟଟକ। ଅଧିକ ପଢନ୍ତୁ...

ପର୍ଯ୍ୟଟନସ୍ଥଳୀକୁ ନାହିଁ ପକ୍କା ରାସ୍ତା, ହଇରାଣ ହେଉଛନ୍ତି ପର୍ଯ୍ୟଟକ

author img

By

Published : Jan 23, 2021, 1:29 PM IST

ନୟାଗଡ: ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଭାବେ ପରିଚିତ ନୟାଗଡର ରାଜସୁନାଖଳା ନିକଟତର କୋଟଗଡ଼ ଅନନ୍ତ ଗୁମ୍ଫା l ଏହି ପୀଠକୁ ପ୍ରତ୍ୟେକ ଦିନ ବହୁ ସଂଖ୍ୟାରେ ପର୍ଯ୍ୟଟକ ଆସିଥାନ୍ତି l ହେଲେ ଏଠାକାର ସମସ୍ୟା ଦେଖି ପର୍ଯ୍ୟଟକ ଏବେ ମୁହଁ ଫେରାଉଛନ୍ତି l

ପର୍ଯ୍ୟଟନସ୍ଥଳୀକୁ ନାହିଁ ପକ୍କା ରାସ୍ତା, ହଇରାଣ ହେଉଛନ୍ତି ପର୍ଯ୍ୟଟକ

ଏହି ପର୍ଯ୍ୟଟନପୀଠକୁ ପକ୍କା ରାସ୍ତା ଟିଏ ନଥିବା ବେଳେ ମାଟି ରାସ୍ତା ଦେଇ ଯାଉଛନ୍ତି ପର୍ଯ୍ୟଟକ l ପ୍ରାୟ 5 ଶହ ମିଟର ଅଣଓସାରିଆ ମାଟି ରାସ୍ତା ଦେଇ ଯିବାକୁ ପଡୁଛି l ଯାହା ପର୍ଯ୍ୟଟକଙ୍କୁ ବ୍ୟଥିତ କରୁଛି l

ସେହିପରି ପରିଷ୍କାର ଓ ପରିଚ୍ଛନତା ପ୍ରତି କେହି ଗୁରୁତ୍ୱ ଦେଉନାହାଁନ୍ତି l ଅନେକ ସମସ୍ୟା ଭିତରେ ରାସ୍ତା ସମସ୍ୟା ଲୋକଙ୍କୁ କଷ୍ଟ ଦେଉଛି l ଏହା ଏକ ପ୍ରସିଦ୍ଧ ପୀଠ ହୋଇଥିବାରୁ ଏଠାକୁ ଏକ ଭଲ ପକ୍କା ରାସ୍ତା କରିବାକୁ ଦାବି କରିଛନ୍ତି ସ୍ଥାନୀୟ ଲୋକେ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.