ETV Bharat / state

ମାନବିକତା ଦେଖାଇଲେ ଉପଜିଲ୍ଲାପାଳ, ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ପହଞ୍ଚାଇଲେ ହସ୍ପିଟାଲ

author img

By

Published : Jan 30, 2022, 1:08 PM IST

ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ହସ୍ପିଟାଲରେ ଭର୍ତ୍ତି କଲେ ନୟାଗଡ଼ ଉପଜିଲ୍ଲାପାଳ । ଏଭଳି କାମକୁ ପ୍ରଶଂସା କଲେ ସ୍ଥାନୀୟ ଲୋକେ । ଅଧିକ ପଢନ୍ତୁ

ମାନବିକତା ଦେଖାଇଲେ ଉପଜିଲ୍ଲାପାଳ, ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ପହଞ୍ଚାଇଲେ ହସ୍ପିଟାଲରେ

ନୟାଗଡ଼: ମାନବିକତା ଦେଖାଇଲେ ଉପଜିଲ୍ଲାପାଳ । ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରି ନିଜ ଗାଡ଼ିରେ ହସ୍ପିଟାଲରେ ପହଞ୍ଚାଇଲେ ନୟାଗଡ଼ ଉପଜିଲ୍ଲାପାଳ । ଗତକାଲି ରାତିରେ ଉପଜିଲ୍ଲାପାଳ ଲଗ୍ନଜିତ ରାଉତ ରଣପୁର ଅଞ୍ଚଳରେ ନିର୍ବାଚନୀ କାର୍ଯ୍ୟ ଶେଷକରି ନୟାଗଡ ଅଭିମୁଖେ ଫେରୁଥିଲେ ।

ଏହି ସମୟରେ ଗମ୍ଭାରଡ଼ିହି ନିକଟସ୍ଥ ଗଡ଼ାଣିଆ ପୋଲ ନିକଟରେ ୨ ଜଣ ବ୍ୟକ୍ତି ଦୁର୍ଘଟଣାଗସ୍ତ ହୋଇଥିବା ଉପଜିଲ୍ଲାପାଳ ଦେଖିବାକୁ ପାଇଥିଲେ । ଏହାପରେ ନିଜ ଗାଡ଼ିରେ ଆହତଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ତେବେ ଉପଜିଲ୍ଲାପାଳଙ୍କ ଏହି କାର୍ଯ୍ୟକୁ ସ୍ଥାନୀୟ ଲୋକେ ବେଶ ପ୍ରଶଂସା କରିଛନ୍ତି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.