ETV Bharat / state

ଗଣତି ପୂର୍ବରୁ ନୟାଗଡରେ ଅବ୍ୟବସ୍ଥା

ନୟାଗଡ ଜିଲ୍ଲାରେ ଆରମ୍ଭ ହୋଇଛି କାଉଟିଂ ମାତ୍ର କାଉଟିଂ ପୂର୍ବରୁ ଦେଖାଦେଇଛି ଅବ୍ୟବସ୍ଥା ।

author img

By

Published : May 23, 2019, 10:01 AM IST

ଫଟୋ ସୌଜନ୍ୟ: ପ୍ରତିନିଧି, ନୟାଗଡ

ନୟାଗଡ: ଜିଲ୍ଲାର 4ଟି ବିଧାନସଭା ଓ ତିନୋଟି ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ଭୋଟ ଗଣତି ଆରମ୍ଭ ହୋଇଛି । ନୟାଗଡ କଲେଜ ପରିସରରେ ତ୍ରିସ୍ତରୀୟ ସୁରକ୍ଷାବଳ ଭିତରେ ଚାଲିଛି ଭୋଟ ଗଣତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ନୟାଗଡ

ତେବେ ଏ ଭିତରେ ଏକ ଅଭିଯୋଗ ଆସିଥିବାର ଦେଖାଯାଇଛି । ବିଭିନ୍ନ ଦଳରୁ ଆସିଥିବା ଏଜେଣ୍ଟ ମାନଙ୍କ ପାଇଁ କୌଣସି ବ୍ୟବସ୍ଥା ହୋଇନଥିବାରୁ ସେମାନେ ଅଭିଯୋଗ ଆଣିଛନ୍ତି ।

ନୟାଗଡରୁ ଉତ୍ପଳ ସାହୁ, ଇଟିଭି ଭାରତ

Intro:Body:

BLANK

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.