ETV Bharat / state

Municipal Polls: ସରିଲା ମତଦାନ ପ୍ରକ୍ରିୟା

author img

By

Published : Mar 24, 2022, 6:41 PM IST

ସରିଲା ଗଣତନ୍ତ୍ରର ମହାପର୍ବ ନିର୍ବାଚନ । ସହରାଞ୍ଚଳ ପାଇଁ ନେତା ଏବଂ ନେତ୍ରୀ ବାଛିଲେ ଭୋଟର । ଚଳିତ ନିର୍ବାଚନରେ ପ୍ରତି ବୁଥରେ ଦୁଇଟି ଇଭିଏମ୍ ରହିଛି । ଅଧିକ ପଢ଼ନ୍ତୁ

ନୟାଗଡ଼ରେ ଚାଲିଛି ମତାଦାନ ପ୍ରକ୍ରିୟା
ନୟାଗଡ଼ରେ ଚାଲିଛି ମତାଦାନ ପ୍ରକ୍ରିୟା

ନୟାଗଡ଼ : ସରିଲା ଗଣତନ୍ତ୍ରର ମହାପର୍ବ ପୌର ନିର୍ବାଚନ । ସହରାଞ୍ଚଳ ପାଇଁ ନେତା ଏବଂ ନେତ୍ରୀ ବାଛିଲେ ଭୋଟର । ତେବେ ଚାଲନ୍ତୁ ଜାଣିବା ନୟାଗଡ଼ ଜିଲ୍ଲାର ସହରାଞ୍ଚଳ ନିର୍ବାଚନର ସମ୍ପୂର୍ଣ୍ଣ ତଥ୍ୟ -

ନୟାଗଡ଼ରେ ଚାଲିଛି ମତଦାନ ପ୍ରକ୍ରିୟା
ନୟାଗଡ଼ ପୌରପରିଷଦ ଅଞ୍ଚଳ :
ସମୁଦାୟ ୱାର୍ଡ ସଂଖ୍ୟା –16ସମୁଦାୟ ଜନସଂଖ୍ୟା –25253

ସମୁଦାୟ ଭୋଟର – 18227
ମହିଳା ଭୋଟର –8747

ପୁରୁଷ ଭୋଟର –9476
ଅନ୍ୟାନ –04
ସମୁଦାୟ କାଉନସିଲର ପ୍ରାର୍ଥୀ –39
ସମୁଦାୟ ପୌରାଧ୍ୟକ୍ଷ ପ୍ରାର୍ଥୀ –04
ପୌରାଧ୍ୟକ୍ଷ ପ୍ରାର୍ଥୀ ମାନଙ୍କ ନାଁ ଓ ଦଳ

୧. ନିରୁପମା ଖଟେଇ,ବିଜୁ ଜନତା ଦଳ
୨. ତନୁଜା ସାମଲ,ଭାରତୀୟ ଜନତା ପାର୍ଟି

୩. ସ୍ଵାଗତିକା ନାୟକ,କଂଗ୍ରେସ
୪. ସୁସ୍ମିତ ଷଡ଼ଙ୍ଗୀ, ସ୍ୱାଧୀନ(ବିଜୁଳି ବଲବ)

ଗତ ନିର୍ବାଚନର ପରିଣାମ :

ମୋଟ ୱାର୍ଡ : 13ଟି
୧. ଗତ ନିର୍ବାଚନରେ ବିଜେଡି ବିଜୟୀ ହୋଇଥିବା ଆସନ ସଂଖ୍ୟା : 06
୨. ଗତ ନିର୍ବାଚନରେ ବିଜେପି ବିଜୟୀ ହୋଇଥିବା ଆସନ ସଂଖ୍ୟା : 00
୩. ଗତ ନିର୍ବାଚନରେ କଂଗ୍ରେସ ବିଜୟୀ ହୋଇଥିବା ଆସନ ସଂଖ୍ୟା : 07
୪. ଗତ ନିର୍ବାଚନରେ ଅନ୍ୟାନ୍ୟ ବିଜୟୀ ହୋଇଥିବା ଆସନ ସଂଖ୍ୟା : 00
୫. ଗତଥରର ପୌରାଧ୍ୟକ୍ଷଙ୍କ ନାମ ଓ ଦଳ : ଗୁରୁପ୍ରସାଦ ଜେନା ଓ କଂଗ୍ରେସ

କିନ୍ତୁ 11 ମାସ ପରେ ସମସ୍ତ କଂଗ୍ରେସ କାଉସିଲର ଦଳ ଛାଡ଼ି ବିଜେଡିରେ ମିଶିଥିଲେ । ପରେ ବିଜେଡି ଗଠନ କରିଥିଲା ପୌରପରିଷଦ, ବିଜେଡି ପକ୍ଷରୁ ଅଧ୍ୟକ୍ଷ ହୋଇଥିଲେ ଗୁରୁ ପ୍ରସାଦ ଜେନା ।

ଦଶପଲ୍ଲା ବିଜ୍ଞାପିତ ଅଞ୍ଚଳ
ସମୁଦାୟ ୱାର୍ଡ ସଂଖ୍ୟା –16
ସମୁଦାୟ ଜନସଂଖ୍ୟା -19463
ସମୁଦାୟ ଭୋଟର – 15294
ମହିଳା ଭୋଟର –7911
ପୁରୁଷ ଭୋଟର –7383
ଅନ୍ୟାନ –00
ସମୁଦାୟ କାଉନସିଲର ପ୍ରାର୍ଥୀ –44
ସମୁଦାୟ ପୌରାଧ୍ୟକ୍ଷ ପ୍ରାର୍ଥୀ –03
ପୌରାଧ୍ୟକ୍ଷ ପ୍ରାର୍ଥୀନୀ ମାନଙ୍କ ନାଁ ଓ ଦଳ

୧. ରାନୀ ବେହେରା ,ବିଜୁ ଜନତା ଦଳ
୨. ସୋନାଲିନ ଦଳେଇ ,ଭାରତୀୟ ଜନତା ପାର୍ଟି
୩.ପୁନମ ପ୍ରିୟଦର୍ଶୀନୀ, ସ୍ୱାଧୀନ ପାର୍ଥୀ (ବାଳକ -ବାଳିକା ଚି଼ହ୍ନ )

ଗତ ନିର୍ବାଚନର ପରିଣାମ :
୧. ମୋଟ ୱାର୍ଡ -16ଟି
୨. ଗତ ନିର୍ବାଚନରେ ବିଜେଡି ବିଜୟୀ ହୋଇଥିବା ଆସନ ସଂଖ୍ୟା - 13

୩. ଗତ ନିର୍ବାଚନରେ ବିଜେପି ବିଜୟୀ ହୋଇଥିବା ଆସନ ସଂଖ୍ୟା -01
୪. ଗତ ନିର୍ବାଚନରେ କଂଗ୍ରେସ ବିଜୟୀ ହୋଇଥିବା ଆସନ ସଂଖ୍ୟା - 00
୫. ଗତ ନିର୍ବାଚନରେ ଅନ୍ୟାନ୍ୟ ବିଜୟୀ ହୋଇଥିବା ଆସନ ସଂଖ୍ୟା -02
୬. ଗତଥରର ପୌରାଧ୍ୟକ୍ଷଙ୍କ ନାମ ଓ ଦଳ - ବବିତା ସାହୁ ଓ ବିଜେଡି

ରଣପୁର ବିଜ୍ଞାପିତ ଅଞ୍ଚଳ :
ସମୁଦାୟ ୱାର୍ଡ –15
ସମୁଦାୟ ଜନସଂଖ୍ୟା -17683
ସମୁଦାୟ ଭୋଟର – 12660
ମହିଳା ଭୋଟର –5077
ପୁରୁଷ ଭୋଟର –7583
ଅନ୍ୟାନ –00
ସମୁଦାୟ ୱାର୍ଡ ମେମ୍ବର ପ୍ରାର୍ଥୀ –54
ସମୁଦାୟ ପୌରାଧ୍ୟକ୍ଷ ପ୍ରାର୍ଥୀ –04
ପୌରାଧ୍ୟକ୍ଷ ପ୍ରାର୍ଥୀନୀ ଙ୍କ ନାଁ ଓ ଦଳ

୧. ରଙ୍ଗୀନ ମହାନ୍ତି ,ବିଜୁ ଜନତା ଦଳ
୨. ସୁପ୍ରିୟା ମହାପାତ୍ର ,ଭାରତୀୟ ଜନତା ପାର୍ଟି
୩. ସୁଚିତ୍ରା ମତ୍ତା, କଂଗ୍ରେସ
୪. ମଧୁସ୍ମିତା ପହରାଜ, ସ୍ୱାଧୀନ ଅଧକ୍ଷା ପାର୍ଥୀ (ନିଶୁଣି ଚି଼ହ୍ନ )

ଗତ ନିର୍ବାଚନର ପରିଣାମ –

୧. ମୋଟ ୱାର୍ଡ -15ଟି
୨. ଗତ ନିର୍ବାଚନରେ ବିଜେଡି ବିଜୟୀ ହୋଇଥିବା ଆସନ ସଂଖ୍ୟା - 13
୩. ଗତ ନିର୍ବାଚନରେ ବିଜେପି ବିଜୟୀ ହୋଇଥିବା ଆସନ ସଂଖ୍ୟା -00
୪. ଗତ ନିର୍ବାଚନରେ କଂଗ୍ରେସ ବିଜୟୀ ହୋଇଥିବା ଆସନ ସଂଖ୍ୟା - 01
୫. ଗତ ନିର୍ବାଚନରେ ଅନ୍ୟାନ୍ୟ ବିଜୟୀ ହୋଇଥିବା ଆସନ ସଂଖ୍ୟା -01
୬. ଗତଥରର ପୌରାଧ୍ୟକ୍ଷଙ୍କ ନାମ ଓ ଦଳ - ସବିତା ଦାଶ ଓ ବିଜେଡି

ଖଣ୍ଡପଡ଼ା ବିଜ୍ଞାପିତ ଅଞ୍ଚଳ :
ସମୁଦାୟ ୱାର୍ଡ ସଂଖ୍ୟା –13
ସମୁଦାୟ ଜନସଂଖ୍ୟା -10463
ସମୁଦାୟ ଭୋଟର – 7998
ମହିଳା ଭୋଟର –3958
ପୁରୁଷ ଭୋଟର –4039
ଅନ୍ୟାନ –00
ସମୁଦାୟ ୱାର୍ଡ ମେମ୍ବର ପ୍ରାର୍ଥୀ –48
ସମୁଦାୟ ପୌରାଧ୍ୟକ୍ଷ ପ୍ରାର୍ଥୀ –06
ପୌରାଧ୍ୟକ୍ଷ ପ୍ରାର୍ଥୀନୀ ମାନଙ୍କ ନାଁ ଓ ଦଳ

୧. କଲ୍ୟାଣୀ ଆଚାର୍ଯ୍ୟ ,ବିଜୁ ଜନତା ଦଳ
୨. ତୃପ୍ତିରାଣୀ ମିଶ୍ର ,ଭାରତୀୟ ଜନତା ପାର୍ଟି
୩. ବିନୋଦିନୀ ମହାନ୍ତି, ସ୍ୱାଧୀନ ପାର୍ଥୀ (ବାଳକ -ବାଳିକା ଚି଼ହ୍ନ )
୪. ଆରତୀ ଜେନା, ସ୍ୱାଧୀନ ପାର୍ଥୀ (ନଟୁ ଚି଼ହ୍ନ )
୫. ଅଞ୍ଜଳି ପ୍ରଧାନ, ସ୍ୱାଧୀନ ପାର୍ଥୀ (ଛତା ଚି଼ହ୍ନ )
୬. ଦୀପ୍ତିମୟୀ ମିଶ୍ର,ସ୍ୱାଧୀନ ପାର୍ଥୀ (ମାଠିଆ ଚି଼ହ୍ନ )

ଗତ ନିର୍ବାଚନର ପରିଣାମ :

୧. ମୋଟ ୱାର୍ଡ -13ଟି
୨. ଗତ ନିର୍ବାଚନରେ ବିଜେଡି ବିଜୟୀ ହୋଇଥିବା ଆସନ ସଂଖ୍ୟା- 08
୩. ଗତ ନିର୍ବାଚନରେ ବିଜେପି ବିଜୟୀ ହୋଇଥିବା ଆସନ ସଂଖ୍ୟା-00
୪. ଗତ ନିର୍ବାଚନରେ କଂଗ୍ରେସ ବିଜୟୀ ହୋଇଥିବା ଆସନ ସଂଖ୍ୟା- 04
୫. ଗତ ନିର୍ବାଚନରେ ଅନ୍ୟାନ୍ୟ ବିଜୟୀ ହୋଇଥିବା ଆସନ ସଂଖ୍ୟା-01
୬. ଗତଥରର ପୌରାଧ୍ୟକ୍ଷଙ୍କ ନାମ ଓ ଦଳ - ଅମିତା ଦାଶ ଓ ବିଜେଡି
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ନୟାଗଡ଼ : ସରିଲା ଗଣତନ୍ତ୍ରର ମହାପର୍ବ ପୌର ନିର୍ବାଚନ । ସହରାଞ୍ଚଳ ପାଇଁ ନେତା ଏବଂ ନେତ୍ରୀ ବାଛିଲେ ଭୋଟର । ତେବେ ଚାଲନ୍ତୁ ଜାଣିବା ନୟାଗଡ଼ ଜିଲ୍ଲାର ସହରାଞ୍ଚଳ ନିର୍ବାଚନର ସମ୍ପୂର୍ଣ୍ଣ ତଥ୍ୟ -

ନୟାଗଡ଼ରେ ଚାଲିଛି ମତଦାନ ପ୍ରକ୍ରିୟା
ନୟାଗଡ଼ ପୌରପରିଷଦ ଅଞ୍ଚଳ :ସମୁଦାୟ ୱାର୍ଡ ସଂଖ୍ୟା –16ସମୁଦାୟ ଜନସଂଖ୍ୟା –25253

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.