ETV Bharat / state

Minor Girl Rape Case; ଚକଲେଟ ଦେଇ ନାବାଳିକାକୁ ଦୁଷ୍କର୍ମ ଘଟଣା, ଅଭିଯୁକ୍ତ ଗିରଫ

author img

By

Published : Nov 26, 2021, 7:39 PM IST

ନାବାଳିକାକୁ ଚକୋଲେଟ ଦେଇ ଦୁଷ୍କର୍ମ କରିଥିବା ଅଭିଯୁକ୍ତକୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ

Minor girl rape accused arrested in nayagarh
ନାବାଳିକାକୁ ଦୁଷ୍କର୍ମ ଅଭିଯୁକ୍ତ ଗିରଫ

ନୟାଗଡ଼: ନାବାଳିକାକୁ ଦୁଷ୍କର୍ମ (Minor Girl Rape Case) ଅଭିଯୁକ୍ତ ଗିରଫ l ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଅଞ୍ଚଳରେ ଘଟିଛି ଏହି ଘଟଣା l ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

ନାବାଳିକାକୁ ଦୁଷ୍କର୍ମ ଅଭିଯୁକ୍ତ ଗିରଫ

ଏହି ଥାନା ଅଞ୍ଚଳର ଜଣେ 7 ବର୍ଷିୟା ନାବାଳିକା ଗାଁ ଦାଣ୍ଡରେ ଖେଳୁଥିବା ସମୟରେ ବୁଧବାର ଅଭିଯୁକ୍ତ ଯୁବକ ଜଣକ ନାବାଳିକାକୁ ଚକୋଲେଟ ଦେଇ ଗାଁର ଅନତି ଦୁରକୁ ନେଇ ଦୁଷ୍କର୍ମ କରିଥିବା ନାବାଳିକାଙ୍କ ପରିବାର ପକ୍ଷରୁ ଚାନ୍ଦପୁର ଥାନାରେ ଅଭିଯୋଗ ହୋଇଥିଲା । ଏହାପରେ ପୋଲିସ କନ୍ଧ ନୟାଗଡର ରମାକାନ୍ତ ଯାଦବ ଓରଫ ଚନା ନାମକ ଯୁବକକୁ ଗିରଫ କରି ଡାକ୍ତରୀ ମାଇନା କରିଛି l ଏହି ଘଟଣା ଏବେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି l

ନୟାଗଡରୁ ଜୟେନ୍ଦ୍ର ବେହେରା,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.