ETV Bharat / state

ବୃତ୍ତଙ୍ଗ ଜଳସେଚନ କାର୍ଯ୍ୟକ୍ଷମ ପାଇଁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର - କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପଦଯାତ୍ରା

ନୟାଗଡ ଜିଲ୍ଲାର ବୃହତ୍ତମ ଜଳସେଚନ ପ୍ରକଳ୍ପ ବୃତ୍ତଙ୍ଗକୁ କାର୍ଯ୍ୟକ୍ଷମ କରିବାକୁ ଦାବି । ଅଧିକ ପଢନ୍ତୁ...

କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପଦଯାତ୍ରା
କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପଦଯାତ୍ରା
author img

By

Published : Feb 26, 2021, 9:06 AM IST

ନୟାଗଡ: ଜିଲ୍ଲାର ବୃହତ୍ତମ ଜଳ ସେଚନ ପ୍ରକଳ୍ପ ବୃତ୍ତଙ୍ଗକୁ କାର୍ଯ୍ୟକ୍ଷମ କରିବାକୁ ଦାବି । କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପଦଯାତ୍ରା କରାଯାଇ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।

ବୃତ୍ତଙ୍ଗ ଜଳସେଚନ କାର୍ଯ୍ୟକ୍ଷମ ପାଇଁ ଦାବି

କୃଷକମାନଙ୍କ ଜୀବନ ରେଖା କୁହାଯାଉଥିବା ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ଷମ ଦାବିରେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପଦଯାତ୍ରା ଆରମ୍ଭ ହୋଇଥିଲା l ଗତକାଲି ଦଶପଲ୍ଲା ମହାବୀର ମନ୍ଦିରଠାରୁ ଏହି ପଦଯାତ୍ରା ବାହାରି ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆଜି ପହଞ୍ଚିଥିଲା l କ୍ରିୟାନୁଷ୍ଠାନ କମିଟି ସଭାପତି ମନୋଜ କୁମାର ସାହୁଙ୍କ ନେତୃତ୍ବରେ ଅନେକ କୃଷକ ଏହି ପଦଯାତ୍ରାରେ ସାମିଲ ହୋଇଛନ୍ତି l

ଦାବିପତ୍ର ଗ୍ରହଣ କରିବା ସହିତ ବୃତ୍ତଙ୍ଗ ଜଳ ସେଚନ ପ୍ରକଳ୍ପ କିଭଳି ତୁରନ୍ତ କାର୍ଯ୍ୟକାରୀ କରାଯିବ ସେ ନେଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଉପଜିଲ୍ଲାପାଳ ଲଗ୍ନଜିତ ରାଉତ ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.