ETV Bharat / state

ଶ୍ରମ ଦିବସରେ ହକ ମାଗିଲେ ଶ୍ରମିକ

author img

By

Published : May 1, 2021, 5:52 PM IST

ନୟାଗଡ଼ ଜିଲ୍ଲା ସିଟୁ ରଣପୁର ବ୍ଲକ କମିଟି ତରଫରୁ ବିନୋଦପଡା ଠାରେ ଆନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ ହୋଇଛି । ଏହି ଅବସରରେ ଶ୍ରମିକଙ୍କୁ ହକ ଦେବାକୁ ଦାବି କରାଯାଇଛି । ଅଧିକ ପଢନ୍ତୁ...

ଶ୍ରମିକ ଦିବସରେ ହକ ମାଗିଲେ ଶ୍ରମିକ
ଶ୍ରମିକ ଦିବସରେ ହକ ମାଗିଲେ ଶ୍ରମିକ

ନୟାଗଡ଼: ନୟାଗଡ଼ ଜିଲ୍ଲା ସିଟୁ ରଣପୁର ବ୍ଲକ କମିଟି ତରଫରୁ ବିନୋଦପଡା ଠାରେ ଆନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ ହୋଇଛି । ଏହି ଅବସରରେ ଶ୍ରମିକଙ୍କୁ ହକ ଦେବାକୁ ଦାବି କରାଯାଇଛି ।

ଶ୍ରମିକ ଦିବସରେ ହକ ମାଗିଲେ ଶ୍ରମିକ

ଶନିବାର ସିଆଇଟିୟୁ ତରଫରୁ ବିନୋଦପଡା ଛକ ଠାରେ ଶ୍ରମିକ ସଂହତି ଦିବସ ପାଳନ ପରିପ୍ରେକ୍ଷୀରେ ସିଆଇଟିୟୁର ଲାଲ ପତାକାକୁ ଶ୍ରମିକ ନେତା ସୁରେଶ ସ୍ବାଇଁ ଆନୁଷ୍ଠାନିକ ଭାବେ ଉତ୍ତୋଳନ କରିଥିଲେ । ଏହି ଅବସରରେ ୫୦ରୁ ଉର୍ଦ୍ଧ୍ବ ନିର୍ମାଣ ଶ୍ରମିକ, ଆଶାକର୍ମୀ, ମୂଲିଆ ଓ ଚାଷୀ ଯୋଗ ଦେଇଥିଲେ ।

ଶ୍ରମିକ ଶ୍ରେଣୀର କଷ୍ଟ ଲାଘବ ୮ ଘଣ୍ଟା କାମ କରିବାର ଅଧିକାରର ସୁରକ୍ଷା, ମାଲିକ ସପକ୍ଷବାଦୀ ଓ ଶ୍ରମିକ ଶୋଷଣକାରୀ ଲେବର କୋର୍ଡ଼ ବାତିଲ, ସମାଜବାଦୀ ବ୍ୟବସ୍ଥା ପ୍ରତିଷ୍ଠା, କୋରୋନା ନିୟନ୍ତ୍ରଣ ପାଇଁ ବ୍ୟାପକ ଭାକ୍ସିନ ଟିକା ପ୍ରଦାନ, ଡାକ୍ତର ନିଯୁକ୍ତି, ଶଯ୍ୟାବୃଦ୍ଧି ସହ ଜୀବନ ଜୀବିକାର ସୁରକ୍ଷା ପାଇଁ ସ୍ୱତନ୍ତ୍ର ସରକାରୀ ବ୍ୟବସ୍ଥା ଦାବି କରିଥିଲେ ।

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.