ETV Bharat / state

ନୟାଗଡରେ ବିଶାଳ ସ୍ବାସ୍ଥ୍ୟ ଶିବିର, ଉପକୃତ ହେଲେ ହଜାର ହଜାର ଲୋକ

author img

By

Published : Nov 28, 2021, 8:34 PM IST

Updated : Nov 28, 2021, 9:05 PM IST

ନୟାଗଡ ସ୍ବୟଂଶାସିତ ମହାବିଦ୍ୟାଳୟ ପରିସରରେ ଜିଲ୍ଲା ପ୍ରଶାସନ ଦ୍ବାରା ବିଶାଳ ମାଗଣା ସ୍ବାସ୍ଥ୍ୟ ଚିକିତ୍ସା(health camp) ଓ ସଚେତନତା ଶିବିର ଅନୁଷ୍ଠିତ । 12 ପ୍ରମୁଖ ବିଭାଗର 21 ଜଣ ଡାକ୍ତରଙ୍କ ଲୋକଙ୍କୁ ମାଗଣାରେ ସେବା ପ୍ରଦାନ । ଅଧିକ ପଢନ୍ତୁ

_Free health camp organised by nayagarh district administration
ନୟାଗଡରେ ବିଶାଳ health camp, ଉପକୃତ ହେଲେ ହଜାର ହଜାର ଲୋକ

ନୟାଗଡ: ଜିଲ୍ଲା ପ୍ରଶାସନ ଦ୍ବାରା ବିଶାଳ ମାଗଣା ସ୍ବାସ୍ଥ୍ୟ ଚିକିତ୍ସା ଓ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ନୟାଗଡ ସ୍ବୟଂଶାସିତ ମହାବିଦ୍ୟାଳୟ ପରିସରରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା ।

ନୟାଗଡରେ ବିଶାଳ ସ୍ବାସ୍ଥ୍ୟ ଶିବିର, ଉପକୃତ ହେଲେ ହଜାର ହଜାର ଲୋକ

ନୟାଗଡ଼ ବିଧାୟକ ତଥା କୃଷି ମନ୍ତ୍ରୀ ଡ଼କ୍ଟର ଅରୁଣ କୁମାର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଅନୁଷ୍ଠିତ ଏହି ଶିବିରରେ ଜିଲ୍ଲାର କୋଣ ଅନୁକୋଣରୁ ଆସିଥିବା ହଜାର ହଜାର ରୋଗୀ ଉପଯୁକ୍ତ ଚିକିତ୍ସିତ ହୋଇଥିବା ଜଣାପଡିଛି l 12 ପ୍ରମୁଖ ବିଭାଗରେ 21 ଜଣ ଡାକ୍ତର ଯୋଗଦେଇ ଲୋକଙ୍କୁ ମାଗଣାରେ ସେବା ପ୍ରଦାନ କରିଥିଲେ l

ଏହା ମଧ୍ୟ ପଢନ୍ତୁ: Minor Girl Rape Case; ଚକଲେଟ ଦେଇ ନାବାଳିକାକୁ ଦୁଷ୍କର୍ମ ଘଟଣା, ଅଭିଯୁକ୍ତ ଗିରଫ

ନୟାଗଡ଼ ଜିଲ୍ଲାପାଳ ଡକ୍ଟର ପୋମା ଟୁଡୁ ଉପସ୍ଥିତ ରହି ସ୍ବାସ୍ଥ୍ୟ ଶିବିର ପରିଚାଳନା କରିଥିଲେ l ଗୋଟିଏ ସ୍ଥାନରେ ଲୋକମାନେ ନିଜର ସ୍ବାସ୍ଥ୍ୟଗତ ଚିକିତ୍ସା ଏବଂ ପରାମର୍ଶ ପାଉଥିବାରୁ ଖୁସି ପ୍ରକଟ କରିଥିଲେ ।

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

Last Updated : Nov 28, 2021, 9:05 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.