ETV Bharat / state

ଅଗ୍ନିଶମ ବାହିନୀର ମକଡ୍ରିଲ: ମହିଳା ନେଲେ ପ୍ରଶିକ୍ଷଣ

ଜାତୀୟ ଅଗ୍ନିଶମ ସୁରକ୍ଷା ସପ୍ତାହ ପାଳନ ଅବସରରେ ଖଣ୍ଡପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଅଗ୍ନିଶମ ବିଭାଗ ପକ୍ଷରୁ ଏକ ମକଡ୍ରିଲ ଅନୁଷ୍ଠିତ ହୋଇଯାଇଛି l ଜରୁରୀକାଳୀନ ପରିସ୍ଥିତିରେ କିଭଳି ଜନସାଧାରଣ ନିଜ ରକ୍ଷା କରିପାରିବେ ସେ ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଇଥିଲା । ଅଧିକ ପଢନ୍ତୁ...

ଅଗ୍ନିଶମ ବାହିନୀର ମକଡ୍ରିଲ: ମହିଳା ନେଲେ ପ୍ରଶିକ୍ଷଣ
ଅଗ୍ନିଶମ ବାହିନୀର ମକଡ୍ରିଲ: ମହିଳା ନେଲେ ପ୍ରଶିକ୍ଷଣ
author img

By

Published : Apr 21, 2021, 10:51 AM IST

ନୟାଗଡ଼: ଜାତୀୟ ଅଗ୍ନିଶମ ସୁରକ୍ଷା ସପ୍ତାହ ପାଳନ ଅବସରରେ ଖଣ୍ଡପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଅଗ୍ନିଶମ ବିଭାଗ ପକ୍ଷରୁ ଏକ ମକଡ୍ରିଲ ଅନୁଷ୍ଠିତ ହୋଇଯାଇଛି l ଜରୁରୀକାଳୀନ ପରିସ୍ଥିତିରେ କିଭଳି ଜନସାଧାରଣ ନିଜ ରକ୍ଷା କରିପାରିବେ ସେ ସମ୍ପର୍କରେ କର୍ମଚାରୀମାନେ ମକଡ୍ରିଲ୍ ଜରିଆରେ ପ୍ରଦର୍ଶନ କରିଥିଲେ ।

ଅଗ୍ନିଶମ ବାହିନୀର ମକଡ୍ରିଲ: ମହିଳା ନେଲେ ପ୍ରଶିକ୍ଷଣ

ରୋଷେଇ କରୁଥିବା ସମୟରେ ଗ୍ୟାସରୁ ନିଆଁ ଲାଗି ଅନେକ ଦୁର୍ଘଟଣା ଘଟୁଛି l ଏଥିରୁ କିଭଳି ରକ୍ଷା ମିଳିପାରିବ, ସେ ନେଇ ମହିଳାଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା l ଦୈବୀ ଦୁର୍ବିପାକ ସମୟରେ ବିପଦପୂର୍ଣ୍ଣ ସ୍ଥାନମାନଙ୍କରୁ କିଭଳି ଲୋକମାନଙ୍କୁ ଉଦ୍ଧାର କରାଯାଇପାରିବ ସେ ସମ୍ପର୍କରେ ବିଭାଗୀୟ ଅଧିକାରୀମାନେ କୌଶଳ ପ୍ରଦର୍ଶନ କରିଥିଲେ l ଖଣ୍ଡପଡ଼ା ଅଗ୍ନିଶମ ବିଭାଗର ବରିଷ୍ଠ ଅଧିକାରୀ ପ୍ରଫୁଲ୍ଲ କୁମାର ସାହୁଙ୍କୁ ପ୍ରତ୍ୟକ୍ଷ ତତ୍ବାବଧାନରେ ମକଡ୍ରିଲ ଅନୁଷ୍ଠିତ ହୋଇଥିଲା l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.