ETV Bharat / state

ଅଗ୍ନିକାଣ୍ଡ ଘଟି 2 ପରିବାର ସର୍ବସ୍ବାନ୍ତ, ସରକାରୀ ସହାୟତାକୁ ଅପେକ୍ଷା

author img

By

Published : Mar 2, 2021, 3:42 PM IST

ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ଅଧୀନ ଘୋଳାହାଣ୍ଡି ପଞ୍ଚାୟତର ହରିଜନ ସାହିରେ ଭୟାବହ ଅଗ୍ନିକାଣ୍ଡ । ଅଧିକ ପଢନ୍ତୁ....

ଅଗ୍ନିକାଣ୍ଡ ଘଟି 2 ପରିବାର ସର୍ବସ୍ବାନ୍ତ, ସରକାରୀ ସହାୟତାକୁ ଅପେକ୍ଷା
ଅଗ୍ନିକାଣ୍ଡ ଘଟି 2 ପରିବାର ସର୍ବସ୍ବାନ୍ତ, ସରକାରୀ ସହାୟତାକୁ ଅପେକ୍ଷା

ନୟାଗଡ଼ : ଦଶପଲ୍ଲା ବ୍ଲକ ଅଧୀନ ଘୋଳାହାଣ୍ଡି ପଞ୍ଚାୟତର ହରିଜନ ସାହିରେ ଭୟାବହ ଅଗ୍ନିକାଣ୍ଡ ଦେଖିବାକୁ ମିଳିଛି । ଗତକାଲି ରାତିରେ ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା ରହିଛି । ଏଥିରେ ଦୁଇ ପରିବାର ସର୍ବସ୍ବାନ୍ତ ହୋଇଯାଇଛନ୍ତି । ସେମାନେ ହେଲେ ନଳିନୀ ଦେଇ ଏବଂ ସୁକାନ୍ତି ଦେଇ l ଉଭୟଙ୍କ ଘରର ସମସ୍ତ ଆସବାବପତ୍ର ଜଳି ପୋଡ଼ି ପାଉଁଶ ହୋଇଯାଇଥିବା ଦେଖିବାକୁ ମିଳିଛି ।

ପଡୋଶୀ ଘରକୁ ନିଆଁ ବ୍ୟାପିବାବେଳେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା l ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନି l ଅଗ୍ନିକାଣ୍ଡରେ ବେସାହାରା ପରିବାରକୁ ଏପର୍ଯ୍ୟନ୍ତ ସରକାରୀ ସହାୟତା ମଧ୍ୟ ମିଳିପାରିନାହିଁ । ସହାୟତା ପାଇଁ ପ୍ରଶାସନକୁ ଗୁହାରୀ କରିଛନ୍ତି ଅଗ୍ନି ବିପନ୍ନ । ପ୍ରଶାସନ ପକ୍ଷରୁ 2 ବିଧବା ମହିଳାଙ୍କୁ ସହାୟତା ପ୍ରଦାନ ପାଇଁ ଗ୍ରାମବାସୀ ନିବେଦନ କରିଛନ୍ତି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.