ETV Bharat / state

ଜଳୁଛି ମହାନଦୀ ଅବବାହିକା ଜଙ୍ଗଲ

ନୟାଗଡ଼ ଗଣିଆ ବ୍ଳକ ରାସଙ୍ଗ ପଞ୍ଚାୟତର କାଦୁଆ ଓ ରାସଙ୍ଗ ଆମ୍ବତୋଟା ପାର୍ଶ୍ବ ଅଞ୍ଚଳରେ ନିଆଁ ଲାଗି ହୁ ହୁ ହୋଇ ଜଳିବାରେ ଲାଗିଛି ମହାନଦୀ ତଟରେ ଥିବା ଜଙ୍ଗଲ । ଅଧିକ ପଢନ୍ତୁ...

ଜଳୁଛି ମହାନଦୀ ଅବବାହିକା ଜଙ୍ଗଲ
ଜଳୁଛି ମହାନଦୀ ଅବବାହିକା ଜଙ୍ଗଲ
author img

By

Published : May 7, 2021, 8:42 AM IST

Updated : May 7, 2021, 1:45 PM IST

ନୟାଗଡ: ମହାନଦୀ ତଟରେ ଭୟାବହ ଅଗ୍ନିକାଣ୍ଡ । ନୟାଗଡ଼ ଗଣିଆ ବ୍ଳକ ରାସଙ୍ଗ ପଞ୍ଚାୟତର କାଦୁଆ ଓ ରାସଙ୍ଗ ଆମ୍ବତୋଟା ପାର୍ଶ୍ବ ଅଞ୍ଚଳରେ ନିଆଁ ଲାଗି ହୁ ହୁ ହୋଇ ଜଳିବାରେ ଲାଗିଛି ମହାନଦୀ ତଟରେ ଥିବା ଜଙ୍ଗଲ ।

ଜଳୁଛି ମହାନଦୀ ଅବବାହିକା ଜଙ୍ଗଲ

ଏହି ନିଆଁ ମହାନଦୀ ଅବବାହିକାର ଚରିଆ ବଣ ଯାଏଁ ନିଆଁ ବ୍ୟାପିଛି । କେହି ଜଣେ ବ୍ୟକ୍ତି ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି । ଫଳରେ ନିଆଁ ପ୍ରାୟ ୧ କିଲୋମିଟର ଯାଏଁ ବ୍ୟାପି ଜଳିବାକୁ ଲାଗିଛି । ନିଆଁକୁ ଆୟତ୍ତ କରିବା ପାଇଁ ବନ ବିଭଗ ଓ ଅଗ୍ନିଶମ ବିଭାଗ ଉଦ୍ୟମ କରିବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି । ତେବେ ସ୍ଥାନୀୟ ଲୋକଙ୍କ ସହାୟତା ଯୋଗୁଁ ନିକଟସ୍ଥ ଆମ୍ବତୋଟାକୁ ନିଆଁ ବ୍ୟାପି ପାରି ନାହିଁ ।

ନୟାଗଡରୁ ଜୟେନ୍ଦ୍ର ବେହେରା ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : May 7, 2021, 1:45 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.