ETV Bharat / state

ନୟାଗଡ଼ରେ ସାରକୁ ନେଇ ଉତ୍ତେଜନା, ରାଜରାସ୍ତାରେ ବସିଲେ ଚାଷୀ

ସାର ବଣ୍ଟନ କେନ୍ଦ୍ରରେ କେଉଁଠି କଳାବଜାରୀ ହେଉଛି ତ ପୁଣି କେଉଁଠି ବିଭିନ୍ନ ଆଳ ଦେଖାଇ ଚାଷୀକୁ ସାର ଦିଆଯାଇ ନଥିବା ଅଭିଯୋଗ ହେଉଛି । ଏନେଇ ନୟାଗଡ଼ରେ ରାଜରାସ୍ତାକୁ ଓହ୍ଲାଇଥିଲେ ସ୍ଥାନୀୟ ଚାଷୀମାନେ । ଅଧିକ ପଢନ୍ତୁ...

Farmers road strike in Nayagarh for fertilizer
ନୟାଗଡ଼ରେ ସାରକୁ ନେଇ ଉତ୍ତେଜନା, ରାଜରାସ୍ତାରେ ବସିଲେ ଚାଷୀ
author img

By

Published : Sep 26, 2020, 8:22 AM IST

ନୟାଗଡ଼: କୃଷକ ନିଜ କ୍ଷେତରେ ଭଲ ଫସଲ କରିବା ପାଇଁ ଆବଶ୍ୟକ କରିଥାଏ ସାର । କିନ୍ତୁ ନୟାଗଡ଼ ଜିଲ୍ଲାରେ ଚାଷୀଙ୍କୁ ପାଇଁ ସାତ ସ୍ବପ୍ନ ପାଲଟିଛି ସାର । ସାର ବଣ୍ଟନ କେନ୍ଦ୍ରରେ କେଉଁଠି କଳାବଜାରୀ ହେଉଛି ତ ପୁଣି କେଉଁଠି ବିଭିନ୍ନ ଆଳ ଦେଖାଇ ଚାଷୀକୁ ସାର ଦିଆଯାଇ ନଥିବା ଅଭିଯୋଗ ହେଉଛି । ଏନେଇ ନୟାଗଡ଼ରେ ସାରକୁ ନେଇ ଉତ୍ତେଜନା ଦେଖିବାକୁ ମିଳିଛି ।

ନୟାଗଡ଼ରେ ସାରକୁ ନେଇ ଉତ୍ତେଜନା, ରାଜରାସ୍ତାରେ ବସିଲେ ଚାଷୀ

ନୟାଗଡ଼ ଟାଉନଥାନା ଘଡୁଆଳଠାରେ ସାର ଅଭାବକୁ ନେଇ ଶୁକ୍ରବାର ରାଜରାସ୍ତାକୁ ଓହ୍ଲାଇଥିଲେ ସ୍ଥାନୀୟ ଚାଷୀମାନେ । ଶତାଧିକ ଚାଷୀ ଡିଲରଙ୍କ ଦୋକାନ ଆଗରେ ହୋହାଲ୍ଲା କରିଥିଲେ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସହ ଲୋକଙ୍କୁ ବୁଝାସୁଝା କରିଥିଲା । ତେବେ ଏ ଦିଗରେ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଦାବି ହେଉଛି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.