ETV Bharat / state

Panchayat Poll: ଭାପୁରରେ ଜମୁଛି ନିର୍ବାଚନୀ ପ୍ରଚାର

author img

By

Published : Feb 19, 2022, 8:47 PM IST

ପଞ୍ଚାୟତ ନିର୍ବାଚନ ଲାଗି ନୟାଗଡ଼ ଭାପୁରରେ ଜୋରଦାର ପ୍ରଚାର ହେଉଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

Panchayat Poll: ଭାପୁରରେ ଜମୁଛି ନିର୍ବାଚନୀ ପ୍ରଚାର
Panchayat Poll: ଭାପୁରରେ ଜମୁଛି ନିର୍ବାଚନୀ ପ୍ରଚାର

ନୟାଗଡ଼: ପଞ୍ଚାୟତ ନିର୍ବାଚନ ଲାଗି ଗାଁ ଗାଁରେ ଜୋରଦାର ଚାଲିଛି ପ୍ରଚାର । ଆସନ୍ତା 24 ତାରିଖରେ ନୟାଗଡ଼ ଜିଲ୍ଲା ଭାପୁର ବ୍ଲକରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ । ଏଥିପାଇଁ ବଡ଼ସହରା ପଞ୍ଚାୟତରେ ଜମୁଛି ନିର୍ବାଚନୀ ପ୍ରଚାର ।

ବିଜେଡ଼ି ସମର୍ଥିତ ସରପଞ୍ଚ ଏବଂ ସମିତି ସଭ୍ୟାଙ୍କ ପାଇଁ ପ୍ରଚାର କରୁଛନ୍ତି ବିଜେଡ଼ିର ଟାଣୁଆ ନେତା ଗୟାଧର ପରିଡ଼ା । ଏକ ଶୋଭାଯାତ୍ରା କରି ନିଜ ସମର୍ଥକଙ୍କୁ ଧରି ସରପଞ୍ଚ ପ୍ରାର୍ଥୀ ବ୍ରଜକିଶୋର ଆଳୁକ ଏବଂ ସମିତି ସଭ୍ୟା ପ୍ରାର୍ଥିନୀ କଳ୍ପନା କର ଘରକୁ ଘର ବୁଲି ଭୋଟ ମାଗୁଛନ୍ତି । ବିପୁଳ ଜନ ସମର୍ଥନ ଥିବାରୁ ଜିତିବା ନେଇ ଆଶା ରଖିଛନ୍ତି ଉଭୟ । ତେବେ ନିର୍ବାଚନକୁ ନେଇ ବଡ଼ସହରା ପଞ୍ଚାୟତରେ ଦେଖିବାକୁ ରାଜନୈତିକ ଉଷ୍ମତା ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.